ଭୂମି ଠାରୁ ୫ହଜାର ଫୁଟ୍ ଉଚ୍ଚତାରେ ଉଡୁଥିଲା ପ୍ଲେନ୍, ହଠାତ ବିମାନରେ ଭରିଗଲା ଧୂଆଁ ଆଉ ତାପରେ କଣ ହେଲା ଦେଖନ୍ତୁ…
ରୋମାନିଆର ରାଜଧାନୀ ବୁଖାରେଷ୍ଟରେ ଲଣ୍ଡନ ଯାଉଥିବା ଫ୍ଲାଇଟରେ ଅଚାନକ ଧୂଆଁ ଭରିଯିବା କାରଣରୁ ଲୋକଙ୍କ ମଧ୍ୟରେ ଭୟର ସଞ୍ଚାର ଖେଳିଗଲା, ଯେଉଁ କାରଣରୁ ବିମାନର ଏମରଜେନ୍ସୀ ଲ୍ୟାଣ୍ଡିଂ କରାଗଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଭିଡିଓରେ ଆପଣ…