ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ ଅନ୍ତରାଷ୍ଟ୍ରୀୟ ବିମାନ ସେବା
କରୋନା ମହାମାରୀ କାରଣରୁ ପ୍ରାୟ ଦୁଇ ବର୍ଷ ହେବ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ରୋକ ଲାଗିଥିଲା । କିନ୍ତୁ ମିଳିଥିବା ଖବରରୁ ଜଣାଯାଇଛିକି ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ପୁଣି ଥରେ ଦେଶରେ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଆରମ୍ଭ ହେବ । ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରି ସରକାର ଏହି…