Odisha News
.
Browsing Tag

flight

ଜରୁରୀକାଳୀନ ଅବତରଣ କଲା ବିମାନ, ୨୫ ଯାତ୍ରୀ ଆହତ

ହୋନୋଲୁଲୁ ବିମାନ ବନ୍ଦରରେ ଗୁରୁବାର ରାତିରେ ଏୟାର କନାଡାର ବିମାନ ଜରୁରୀକାଳୀନ ପରିସ୍ଥିତରେ ଲ୍ୟାଣ୍ଡିଂ କରାଯାଇଛି। ଭାନକୋୟୁଭର ରୁ ସିଡନୀ ଯାଉଥିବା ବିମାନ ସଂଖ୍ୟା ୩୩ ଖରାପ ମୌସୁମୀ କାରଣରୁ ଦିଗ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ରିପୋର୍ଟ ଅନୁଯାୟୀ ଏୟାର କନାଡାର ପ୍ରବକ୍ତା ଏହି ଘଟଣା…

ଆକାଶରୁ ଖସିଲା ଶବ…. ଆଉ ତାପରେ ଅଳ୍ପକେ ବଞ୍ଚିଗଲା ବଗିଚାରେ ଖରା ଖାଉଥିବା ବ୍ୟକ୍ତିଙ୍କ ଜୀବନ

ଲଣ୍ଡନ : ସାଉଥ ବେଷ୍ଟ ଳଣ୍ଡନରେ ଜଣେ ବ୍ୟକ୍ତି ନିଜ ଘର ବାହାର ବଗିଚାରେ ଖରା ପୋଉଁ ଥିଲେ। ହଠାତ୍ ସେହି ସମୟରେ ଖୁବ ଜୋରରେ ଶବ୍ଦ ହେଲା। ଦେଖିଲା ବେଳକୁ ତାଙ୍କଠାରୁ ମାତ୍ର ଗୋଟିଏ ମିଟର ଦୂରରେ ଜଣେ ମୃତକ ବ୍ୟକ୍ତିଙ୍କ ଶରୀର ପଡିଥିଲା। ସେ ଏହା ଦେଖି ବହୁତ ଚିନ୍ତିତ ହୋଇଗଲେ। ସେ ଭାବିବାକୁ…

ଆକାଶରୁ ପୂର୍ବ ଓଡ଼ିଶା ସହ ଯୋଡ଼ି ହେଲା ପଶ୍ଚିମ ଓଡ଼ିଶା, ଉଡାଣ ଆରମ୍ଭ କଲା ଆଲାଏନ୍ସ ଏୟାର

ଆକାଶ ମାର୍ଗରେ ପୂର୍ବ ଓଡ଼ିଶା ସହ ଯୋଡ଼ି ହେଲା ପଶ୍ଚିମ ଓଡ଼ିଶା। ଭୁବନେଶ୍ୱରରୁ ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହେଲା ବିମାନ ସେବା । ସେହିପରି ଝାରସୁଗୁଡ଼ାରୁ ରାୟପୁରକୁ ବି ଉଡ଼ିଛି ବିମାନ । ଉଡାନ ଥ୍ରୀ ଯୋଜନାରେ ଆଜିଠୁ ଭୁବନେଶ୍ୱର-ଝାରସୁଗୁଡ଼ା ଓ ରାୟପୁର ମଧ୍ୟରେ ବିମାନ ଚଳାଚଳର ଶୁଭାରମ୍ଭ ହୋଇଛି।…

ଆଜିଠାରୁ ଝାରସୁଗୁଡ଼ା ବିମାନବନ୍ଦରରୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ

ଝାରସୁଗୁଡ଼ା : ଆଜିଠାରୁ ଝାରସୁଗୁଡ଼ା ବିମାନବନ୍ଦରରୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ । ଫେବୃଆରୀ ୨୭ ତାରିଖରୁ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଥିବାବେଳେ ନିୟମିତ ବିମାନ ଉଡାଣ ନେଇ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କୁହୁଡି ଯୋଗୁଁ ଫସିଲେ ବିମାନ ଯାତ୍ରୀ,ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ଏୟାର ଏସିଆର FD ୧୧୨ ବିମାନ

କୁହୁଡି ଯୋଗୁଁ ଫସିଲେ ବିମାନ ଯାତ୍ରୀ। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ଏୟାର ଏସିଆର FD ୧୧୨ ବିମାନ କୁହୁଡ଼ି ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିପାରିନଥିଲା। ଦୀର୍ଘ ୨ଘଣ୍ଟା ଧରି ଯାତ୍ରୀମାନେ ବିମାନ ଭିତରେ ଫସି ରହିଥିଲେ। ଅବତରଣ କରିବାକୁ ଏଟିସି ସିଗନାଲ ଦେଇନପାରିବାରୁ…

ବିମାନ ଯାତ୍ରୀଙ୍କ ଅଜବ ଦାବିର କିଭଳି ଜବାବ ଦେଲେ ଏୟାର ହୋଷ୍ଟେସ

ଦୁନିଆରେ ବିଭିନ୍ନ ଚ୍ୟାଲେଞ୍ଜପୂର୍ଣ୍ଣ ଚାକିରି ମଧ୍ୟରେ ଏୟାର ହୋଷ୍ଟେସ ପେସାକୁ ମଧ୍ୟ ସାମିଲ କରାଯାଇଥାଏ। ଭୂମିଠାରୁ ହଜାର ହଜାର ଫୁଟ ଉପରେ ରହି ଏୟାର ହଷ୍ଟେସମାନେ ଯାତ୍ରୀମାନଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କରିବା ସହିତ ସେମାନଙ୍କର ଛୋଟ ମୋଟ ଦୁଷ୍ଟାମୀ ଏବଂ ଅଭଦ୍ରତାକୁ ମଧ୍ୟ ବିନମ୍ରତାର…

୯ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ଉଡିଥିଲା ପ୍ରଥମ ବିମାନ

ଝାରସୁଗୁଡା(କେନ୍ଯୁଜ୍) : ଝାରସୁଗୁଡା ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ପରେ ପ୍ରଥମ ବିମାନର ଶୁଭାରମ୍ଭ କରିଥିଲେ । ଏହି ଫ୍ଳାଇଟର ପ୍ରଥମ ଶୁଭାରମ୍ଭ ସମୟରେ ୯ଜଣ ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କୁ ଛତିଶଗଡର ରାୟପୁରକୁ ପଠାଯାଇଥିଲା । ତେବେ ସେମାନଙ୍କ…

ଭିକ ମାଗିବା ପାଇଁ ପ୍ଲେନରେ ଚଢିଗଲା ଭିକାରୀ : ଜାଣନ୍ତୁ କଣ ହେଲା ତା ପରେ

ଏପର୍ୟ୍ୟନ୍ତ ଆପଣ ଟ୍ରେନରେ ଲୋକଙ୍କୁ ଭିକ ମାଗୁଥିବା ଦେଖିଥିବେ । ଖାସ୍ କରି ପାସେଞ୍ଜର ଟ୍ରେନରେ ତ ଏହା ସାଧାରଣ କଥା । କିନ୍ତୁ ଉଡାଯାହାଜରେ ଭିକ ମାଗିବା କେବେ ଶୁଣିଛନ୍ତି ବା ଦେଖିଛନ୍ତି ? ଆପଣଙ୍କୁ ଆଶ୍ଚଯ୍ୟ କରୁଥିବା ଏହି ଘଟଣାଟି ସଂପୂର୍ଣ୍ଣ ସତ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ…