Browsing Tag

flight

ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ । ମାଓଗଡ଼କୁ ସିଧାସଳଖ ଆରମ୍ଭ ହେବ ବିମାନସେବା । ଓଡ଼ିଶାର ରେଡ୍ ହଟ୍ ଜୋନ୍ ଭାବରେ ପରିଚିତ ମାଲକାନିଗିରିରେ ଜାନୁଆରୀ ଆରମ୍ଭରେ ବିମାନବନ୍ଦର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଏୟାରପୋର୍ଟରେ ଓହ୍ଲାଇବା ସହ ବିମାନବନ୍ଦରକୁ…

‘ଏଠି ପରିସ୍ରା କରିବି’ କହି ମଝି ଆକାଶରେ ପ୍ୟାଣ୍ଟ ଖୋଲି ବସି ପଡିଲେ ମହିଳା, ଭିଡିଓ ଭାଇରଲ

ବିମାନରେ ଅଜବଗଜବ ଘଟଣା ସବୁବେଳେ ଦେଖିବାକୁ ମିଳିଥାଏ । ବେଳେ ବେଳେ ଚାପୁଡା ମାରିବା, ଅସଦାଚରଣ କରିବା, ଛେପ ପକାଇବା ଏବଂ ପରିସ୍ରା କରିବା କାଣ୍ଡ ଦେଖିବାକୁ ମିଳିଛି । ପୁଣି ଏକ ଏଭଳି ଭିଡିଓ ଭାଇରଲ ହେଉଛି । ଯେଉଁଠି ଜଣେ ମହିଳା ଯାତ୍ରୀ ମଝି ଆକାଶରେ ପରିସ୍ରା କରିବା ପାଇଁ କହିବା ସହିତ…

ଆଜିଠୁ ଝାରସୁଗୁଡ଼ାରୁ ବେଙ୍ଗାଳୁରୁକୁ ଉଡିଲା ଇଣ୍ଡିଗୋ ବିମାନ, ପ୍ରଥମ ଦିନରେ ଆସିଲେ ୧୭୯ ଯାତ୍ରୀ

ଝାରସୁଗୁଡ଼ା (କେନ୍ୟୁଜ): ଆଜିଠୁ ବାଙ୍ଗାଲୋର ଉଡିଲା ଇଣ୍ଡିଗୋ ବିମାନ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବାଙ୍ଗାଲୋରକୁ ଉଡିଛି ଇଣ୍ଡିଗୋ ବିମାନ । ଆଜି ସକାଳ ୧୦ଟା୧୫ରେ ବେଙ୍ଗାଳୁରୁରୁ ବାହାରି ଝାରସୁଗୁଡାରେ ୧୨ଟା୯ରେ ପହଞ୍ଚିଥିଲା । ସେହିପରି ଦିନ ଗୋଟାଏରେ ଝାରସୁଗୁଡାରୁ…

ଓଡ଼ିଶାରେ ବଢ଼ିବ ବିମାନ ସେବା, ଆର୍ଥିକ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର

ଓଡ଼ିଶାରେ ବଢ଼ିବ ବିମାନ ସେବା। କୋଲକାତା-ରାଉରକେଲା ଓ ଭୁବନେଶ୍ବର – ଝାରସୁଗୁଡ଼ା ବିମାନ ସେବା ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର। ଓଡ଼ିଶା ସରକାର ୧୦୦ ପ୍ରତିଶତ ଆର୍ଥିକ ସହାୟତା କରିବେ। ଏହି ଦୁଇଟି ରୁଟ୍ ରେ ସପ୍ତାହରେ ୭ଟି ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା…

ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ। ‘ଇଣ୍ଡିଆ ୱାନ ଏୟାର’ ସଂସ୍ଥା ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯାଇଛି। ୯ ସିଟ୍ ବିଶିଷ୍ଟ ଏହି ଦ୍ବିତୀୟ ବିମାନ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଛି। ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ପହଞ୍ଚିଥିଲା ୮ଟା ୪୫ରେ ।…

ଖୁସି ଖବର ! ଭୁବନେଶ୍ବରରୁ ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ଖୁବ୍‌ଶୀଘ୍ର ଉଡ଼ିବ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟ ସହରକୁ ଉଡ଼ିବ ବିମାନ । ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନ। ସେପଟେ ପ୍ରକ୍ରିୟା ଆରମ୍ଭ ହୋଇଛି, ସୁରତ ପାଇଁ ସ୍ଲଟ୍‌ ଦେବାକୁ ଏୟାର…

ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ, ଆସନ୍ତା ୬ରୁ ଆରମ୍ଭ ହେବ ସେବା

କୋରାପୁଟ (କେନ୍ୟୁଜ): ଜୟପୁର ବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ। ଆସନ୍ତା ୬ ତାରିଖରୁ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ। ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ବିମାନ ସେବା ଯୋଗାଇବ।…

ଦୁର୍ଘଟଣା ଏଡ଼ାଇବା ପାଇଁ ଫ୍ଲାଇଟରେ ହର୍ଣ୍ଣ ଥାଏ କି ?

ବର୍ତ୍ତମାନ ସମୟରେ ରାସ୍ତାରେ ଗାଡ଼ିମଟର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ପୂର୍ବରୁ ରାସ୍ତାରେ ଯାନବାହାନ ସଂଖ୍ୟା କମ୍ ଥିଲା ଏବଂ ସେଥିପାଇଁ ଦୁର୍ଘଟଣା ମଧ୍ୟ କମ୍ ହେଉଥିଲା । କିନ୍ତୁ ବର୍ତ୍ତମାନ ରାସ୍ତାରେ ଗାଡ଼ି ମଟର ସଂଖ୍ୟା ଏତେ ଅଧିକ ବଢ଼ିଯାଇଛି ଯେ ଦୁର୍ଘଟଣା ମଧ୍ୟ ବାରମ୍ବାର ଘଟିବା…

ବିମାନ ଯାତ୍ରୀ ଧ୍ୟାନ ଦିଅନ୍ତୁ ! ମୁମ୍ବାଇ ବିମାନ ବନ୍ଦରରେ ୬ ଘଣ୍ଟା ପାଇଁ ଉଡାଣ ଏବଂ ଅବତରଣ ବନ୍ଦ

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର । ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମୁମ୍ବାଇର ଦୁଇଟି ରନୱେ ଅସ୍ଥାୟୀ ରୂପେ ବନ୍ଦ ରହିବ । ତେଣୁ ଆଜି ୬ ଘଣ୍ଟା ପାଇଁ କୌଣସି ବିମାନ ଉଡାଣ ଭରିବ ନାହିଁ କି ଅବତରଣ କରିବ ନାହିଁ । ଏୟାରପୋର୍ଟର ଦୁଇଟି ରନୱେରେ ମରାମତି କାର୍ଯ୍ୟ କରାଯିବ…

ଫ୍ଲାଇଟରେ ହଠାତ ନିଶ୍ୱାସ ନେଇ ପାରିଲାନି ଶିଶୁ, ଦେବଦୂତ ସାଜିଲେ ଡାକ୍ତର

୩୦ ହଜାର ଫୁଟ ଉପରେ ଉଡ଼ୁଥିଲା ଫ୍ଲାଇଟ । ହଠାତ ଏହି ଫ୍ଲାଇଟ ଭିତରେ ଏକ ଶିଶୁକୁ ନିଶ୍ୱାସ ନେବାରେ ସମସ୍ୟା ହେଲା । ବାପା ମା’ କଣ କରିବେ କିଛି ବୁଝି ପାରିଲେନି । ଫ୍ଲାଇଟ ହଠାତ ଲ୍ୟାଣ୍ଡ ହେବା ସମ୍ଭବ ବି ନଥିଲା । ବାପା ମା’ ବ୍ୟସ୍ତ ହୋଇ ପଡ଼ୁଥିଲେ । ଠିକ୍‌ ଏହି ସମୟରେ ଦେବଦୂତ ସାଜିଥିଲେ…

ବିମାନ ଯାତ୍ରାବେଳେ ଲଗେଜ୍‌ ସହ ଯାତ୍ରୀଙ୍କ ଓଜନ ମାପିବ ଏହି ଏୟାରଲାଇନ୍ସ,, ଜାଣନ୍ତୁ କାହିଁକି ନିଆଯାଇଛି ଏଭଳି…

ବିମାନ ଯାତ୍ରା ଦ୍ୱାରା ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହଜ ହୋଇଛି । ଆପଣ ବିମାନ ଯାତ୍ରା ସମୟରେ ଆପଣଙ୍କର ଲଗେଜ୍‌ର ଓଜନ ଚେକ କରିଥିବା ଦେଖିଥିବେ । କିନ୍ତୁ ବର୍ତ୍ତମାନ ବିମାନ ବନ୍ଦରରେ କିଛି ନୂଆ କଥା ଦେଖିବାକୁ ମିଳିବ । ଯାତ୍ରୀମାନଙ୍କ ଲଗେଜ୍‌ ଓଜନ ସହ ନିଜ ଓଜନ ବି…

ପାଇଲଟଙ୍କ ହାର୍ଟଆଟାକ ପରେ ସମବେଦନା ଜଣାଇଲା LATAM ଏୟାରଲାଇନ୍ସ

ମୃତ୍ୟୁ କେତେବେଳେ ଆସେ କେହି ବି କହି ପାରିବେନି । ଏହା ପାଇଁ କୌଣସି ନିଶ୍ଚିତ ସ୍ଥାନ କି ସମୟ ନଥାଏ । ତେବେ ବିମାନ ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବା ଖବର ତ ଆପଣ ଶୁଣିଥିବେ । କିନ୍ତୁ ଯଦି ବିମାନର ପାଇଲଟର ମୃତ୍ୟୁ ହୋଇଯାଏ ତେବେ ଯାତ୍ରୀଙ୍କର କଣ ହେବ । କିନ୍ତୁ…