Browsing Tag

flights cancelled

ସଂକ୍ରମଣ ଭୟ: ଭାରତରୁ ଉଡ଼ାଣ ଉପରେ ଅଷ୍ଟ୍ରେଲିଆ ବି ଲଗାଇଲା ରୋକ୍‌, ୧୫ ମେ’ ପର୍ଯ୍ୟନ୍ତ ରହିଛି ଏହି ନିର୍ଦ୍ଦେଶ

ଭାରତରେ କୋଭିଡ୍‌ ସଂକ୍ରମଣର ପ୍ରକୋପକୁ ନଜରରେ ରଖି ଅଷ୍ଟ୍ରେଲିଆ ମଙ୍ଗଳବାରଠାରୁ ଭାରତରୁ ସମସ୍ତ ସିଧା ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ରୋକ ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ…

ବାତ୍ୟା ‘ତିତଲି’ ପାଇଁ ବିମାନସେବା ପ୍ରଭାବିତ

ଭୁବନେଶ୍ବର(କେନ୍ଯୁଜ୍) : ବାତ୍ଯା ''ତିତଲି'' ପାଇଁ ପ୍ରଭାବିତ ହୋଇଛି ବିମାନ ସେବା । ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଓ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ଇଣ୍ଡିଗୋ ପକ୍ଷରୁ ୫ଟି ବିମାନକୁ ବାତିଲ୍‌ କରି ଦିଆଯାଇଛି। ଭୁବନେଶ୍ୱରରୁ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ ମୁମ୍ବାଇ…