ସଂକ୍ରମଣ ଭୟ: ଭାରତରୁ ଉଡ଼ାଣ ଉପରେ ଅଷ୍ଟ୍ରେଲିଆ ବି ଲଗାଇଲା ରୋକ୍, ୧୫ ମେ’ ପର୍ଯ୍ୟନ୍ତ ରହିଛି ଏହି ନିର୍ଦ୍ଦେଶ
ଭାରତରେ କୋଭିଡ୍ ସଂକ୍ରମଣର ପ୍ରକୋପକୁ ନଜରରେ ରଖି ଅଷ୍ଟ୍ରେଲିଆ ମଙ୍ଗଳବାରଠାରୁ ଭାରତରୁ ସମସ୍ତ ସିଧା ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ରୋକ ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ…