ଆପଣଙ୍କ ପାଇଁ ବେଷ୍ଟ ଅଫର୍, ଏବେ ୭ ହଜାର ଟଙ୍କାରେ ପାଆନ୍ତୁ ୨୭ ହଜାର ଟଙ୍କାର Realme 5G ସ୍ମାର୍ଟଫୋନ୍
ଆପଣ ସ୍ମାର୍ଟଫୋନ୍ କିଣିବାକୁ ଇଚ୍ଛା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆଜି ହିଁ ଆସିଛି ବେଷ୍ଟ ଅଫର୍। ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ସେଲ୍ ଆରମ୍ଭ ହୋଇ ଯାଇଛି। ଆଜି ରିଅଲମି 5G ସ୍ମାର୍ଟଫୋନ୍ ବହୁତ ଶସ୍ତା କିଣାଯାଇପାରିବ। ଆପଣ କେବଳ ୭ ହଜାର ଟଙ୍କାରେ ୨୭ ହଜାର ଟଙ୍କାର ଫୋନ୍ Realme 9…