ଫ୍ଲିପକାର୍ଟ ସେଲ: ଏବେ ସ୍ମାର୍ଟଫୋନ୍ ଏବଂ ଟିଭିରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି
ଆପଣ ନୂଆ ଟିଭି କିମ୍ୱା ନୂଆ ସ୍ମାର୍ଟଫୋନ କିଣିବାକୁ ଇଚ୍ଛା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ଫ୍ଲିପକାର୍ଟ ଆଣିଛି ନିଜର ନୂଆ ସେଲ। ଯେଉଁଥିରେ ପ୍ରାୟ ୭୦ ପ୍ରତିଶତ ଅଫ୍ ଦେଉଛି ନିଜ ଗ୍ରାହକଙ୍କୁ।
ଫୋନ୍ କଥା କହିବାକୁ ଗଲେ ଆପଣ ୭ ହଜାର ୪୯୯ ଟଙ୍କାରେ ପୋକୋ C31…