Free Netflix Subscription : ଫ୍ଲିପକାର୍ଟରୁ ସପିଂ କରନ୍ତୁ, ବିନା ପଇସାରେ ନେଟଫ୍ଲିକ୍ସ ସବସ୍କ୍ରିପସନ ପାଆନ୍ତୁ
ବିନା ପଇସାରେ ନେଟଫ୍ଲିକ୍ସର ମଜା ନେବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ଫ୍ଲିପକାର୍ଟ ନେଟଫ୍ଲିକ୍ସ ସହଭାଗିତାରେ ନୂଆ ପ୍ଲାନ ମିଳିବ । ଯେଉଁଥିରେ ମାଗଣା ମଜା ନେଇପାରିବେ ୟୁଜର୍ସ । ଯେଉଁମାନେ ଫ୍ଲିପକାର୍ଟର ପ୍ଲସ ମେମ୍ବର ରହିଛନ୍ତି, ସେମାନଙ୍କୁ ପ୍ରତି ମାସରେ ମାଗଣା ନେଟଫ୍ଲିକ୍ସ…