ଫ୍ଲିପକାର୍ଟର ସେଲ୍ ସମୟରେ କିଛି ବୁକିଂ କରୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ୍
ଆଜିକାଲି ଇ-କମର୍ସ ପ୍ଲାଟଫର୍ମରେ ବର୍ଷର ସବୁଠାରୁ ବଡ ସେଲ ହେଉଛି । ଏଭଳି ପରିସ୍ଥିତିରେ ଡିସକାଉଣ୍ଡର ଲାଭ ଉଠାଇବାକୁ ଲୋକମାନେ ଅଧିକ ସପିଂ କରୁଛନ୍ତି । ତେବେ ଏହି ସମୟରେ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଭୁଲ ଅର୍ଡର ଡେଲିଭରି ମାମଲା ବାରମ୍ବାର ହୋଇଥାଏ । ନିକଟରେ କମ୍ପାନୀ ଫ୍ଲିପ୍କାର୍ଟ…