ଫ୍ଲିପକାର୍ଟରେ ଆରମ୍ଭ ହେବ ବଡ଼ ସେଲ୍, iPhone ସମେତ ଅନେକ ସ୍ମାର୍ଟଫୋନରେ ମିଳିବ ଜବରଦସ୍ତ ଡିସକାଉଣ୍ଟ
ଆଉ ଏକ ବଡ଼ ସେଲ୍ ବର୍ଷ ଶେଷରେ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି । iPhone ବ୍ୟତୀତ ବର୍ଷର ଶେଷ ସେଲରେ Vivo, Nothing, Realme ଭଳି ବ୍ରାଣ୍ଡର ଫୋନ୍ କିଣିବାରେ ଭଲ ଡିସକାଉଣ୍ଟ ଅଫର କରାଯିବ । ଆଜିଠାରୁ ଅର୍ଥାତ୍ ଡିସେମ୍ବର ୨୦ ରୁ ୨୫ ମଧ୍ୟରେ ଇ-କମର୍ସ ୱେସାଇଟରେ ଏହି ସେଲ୍ ଆୟୋଜିତ…