ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି SASA LELE Sale, ମିଳିବ ବଢ଼ିଆ ଅଫର
ଯଦି ଆପଣ ନୂଆ ୱାଶିଂ ମେସିନ୍, ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଟିକିଏ ଅପେକ୍ଷା କରନ୍ତୁ, କାରଣ ଫ୍ଲିପକାର୍ଟ ଏକ ବଡ଼ ସେଲ୍ କୁ ନେଇ ଘୋଷଣା କରିଛି । SASA LELE Sale ନାମକ ସେଲ୍ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି । ଏହି ମେଗା ସେଲରେ ଆପଣ ଘର ଚଳାଇବା…