ନଦୀରେ ତିଆରି ହେଉଛି ଭାସମାନ ହୋଟେଲ, ୨୦୨୦ ପାଇଁ ଏବେଠୁ ବୁକିଂ କରୁଛନ୍ତି ଲୋକେ, ଦେଖନ୍ତୁ ୫ ଫଟୋ
ନଦୀରେ ଭାସମାନ ହୋଟେଲ। କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏଭଳି ହୋଟେଲ ଏବେ ନଦୀରେ ତିଆରି ହେଉଛି, ଯାହାକି ଆପଣଙ୍କୁ ଏକ ଭିନ୍ନ ଅନୁଭବ ପ୍ରଦାନ କରିବ। ତେବେ ଆସନ୍ତୁ ଜାଣିବା, କେଉଁଠି ତିଆରି ଚାଲିଛି ଏଭଳି ଆକର୍ଷଣୀୟ ଭାସମାନ ହୋଟେଲ।…