ମହାନଦୀରେ ବନ୍ୟା ଆଶଙ୍କା, ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ପାଣି;…
ଭୁବନେଶ୍ୱର: ମହାନଦୀରେ ବନ୍ୟା ଆଶଙ୍କା। ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ପାଣି। କାଲି ସନ୍ଧ୍ୟାରେ ମୁଣ୍ଡଳୀଠାରେ ପିକ୍ ଫ୍ଲଡ୍ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା।
ଖଇରମାଳ ଠାରେ ବର୍ତ୍ତମାନ ୯.୫୬ ଲକ୍ଷ…