Browsing Tag

flood alert in odisha

ବନ୍ୟା ଆଶଙ୍କା ! ସ୍ଥିତି ଉପରେ ରହିଛି ନଜର, ସମସ୍ତ ଜିଲ୍ଲାପାଳ ସଜାଗ: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢୁଛି । ତେଣୁ ରାଜ୍ୟରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ । ଦିନ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ ୨୮ ହଜାର…

ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ, ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ ): ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କୁହାଯାଇଛି…

ବନ୍ୟାପାଣିରେ ନୟାଗଡ଼ ଗଣିଆ ବ୍ଲକ୍‌ ଉବୁଟୁବୁ, ବଡ଼ମୂଳ ରାସ୍ତାରେ ୧୦ରୁ ୧୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ

ନୟାଗଡ଼(କେନ୍ୟୁଜ୍): ମହାନଦୀର ବନ୍ୟାପାଣିରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଉବୁଟୁବୁ । ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୧୦ ରୁ ୧୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଛାମୁଣିଆ ଏବଂ ବଡ଼ସିଲିଙ୍ଗା ରାସଙ୍ଗ ପଞ୍ଚାୟତ ଜଳବନ୍ଦୀ ହୋଇଛି। ଗଣିଆ ବ୍ଲକର ୫ଟି ପଞ୍ଚାୟତର ୪୧…

ଅଧିକ ଘାଇ ସୃଷ୍ଟି ପରେ ରାଜ୍ୟରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିିତି, ମହାନଦୀର ପାଣି ତଳି ଅଞ୍ଚଳରେ ପଶିବା ପରେ ବିପତ୍ତି…

ଭୁବନେଶ୍ୱର(କେନ୍ୟୁଜ୍): ଅଧିକ ଘାଇ ସୃଷ୍ଟି ପରେ ରାଜ୍ୟରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିିତି । ମହାନଦୀର ପାଣି ତଳି ଅଞ୍ଚଳରେ ପଶିବା ପରେ ବିପତ୍ତି ଆଣିଛି । ବନ୍ୟାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ୫ଟି ଘାଇ । ବନ୍ୟାରେ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ…

ପୋଲାଭରମ୍‌ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ, ମାଲକାନଗିରିଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ୍‌

କାଲିମେଳା(କେନ୍ୟୁଜ୍): ପୋଲାଭରମ୍‌ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ। ଗୋଦାବରୀ ନଦୀରେ ବର୍ତ୍ତମାନ ୧୦ଫୁଟର ପାଣି ହ୍ରାସ ପାଇ ବର୍ତ୍ତମାନ ୫୬ ଫୁଟରେ ପାଣି ପ୍ରବାହିତ ହେଉଛି। ମୋଟୁ ଓ ପୁସୁଗୁଡ଼ା ପଞ୍ଚାୟତର ୭ଟି ଗ୍ରାମର ୫୬୫ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୋଟୁ ଓ ବିନାୟକପୁର…

ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ: ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା, ୭ଟି ସ୍ଥାନରେ ସୃଷ୍ଟି…

ଯାଜପୁର: ଯାଜପୁର ଜିଲ୍ଲାର ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବଢୁଥିବାରୁ ଧର୍ମଶାଳା, ରସୁଲପୁର, ବରୀ, ବଡଚଣା ଓ ବିଝାଂରପୁର ଅଞ୍ଚଳ ଜଳମଗ୍ନ ହୋଇଛି । ଜିଲ୍ଲାରେ ୭ଟି ଘାଇ ସୃଷ୍ଟି ହୋଇଛି। ୬୦ଟି ଗାଁର ୪୮ ହଜାର ଲୋକ ପ୍ରଭାବିତ…