Browsing Tag

flood due to heavy rainfall

ଦୀର୍ଘ ୯ ଦିନ ବ୍ୟବଧାନ ପରେ ଭୁବନେଶ୍ୱରରେ ଦେଖାଗଲା ସୂର୍ଯ୍ୟ, ଅବପାତ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ କମିଛି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ସକ୍ରିୟ ରହିଛି ଅବପାତ । ସକ୍ରିୟ ଅବପାତ ଘଣ୍ଟାପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଝାରସୁଗୁଡ଼ାଠାରୁ…

ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି: ଫୁଲିଛି ନାଗାବଳୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ

ଭୁବନେଶ୍ୱର(କେନ୍ୟୁଜ୍): ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାର…

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି, ମାର୍ଶାଘାଇରେ ସର୍ବାଧିକ ରେକର୍ଡ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । କଟକ ଭୁବନେଶ୍ୱର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିବ । ବର୍ତ୍ତମାନ ସୁଦ୍ଧା ମାର୍ଶାଘାଇରେ…

ବିପଦ ସଂକେତ ଛୁଇଁଲା ବୈତରଣୀ ନଦୀ ଜଳସ୍ତର, ଆତଙ୍କିତ ତଳିଆ ଅଞ୍ଚଳର ଲୋକେ

ଭଦ୍ରକ: ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ନଦୀ ଜଳସ୍ତର। ବିପଦ ସଂକେତ ଛୁଇଁଲା ଜଳସ୍ତର। ଆଖୁଆପଦା ନିକଟରେ ବିପଦ ସଙ୍କେତ ୧୭.୮୩ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଗତ ଦୁଇ ଦିନ ହେବ ଭଦ୍ରକ ଜିଲ୍ଲା ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିବା ଫଳରେ ନଦୀ ତଟବର୍ତ୍ତୀ ଓ ତଳିଆ…

ମାଲକାନଗିରିରେ ବର୍ଷା ବିତ୍ପାତ: କନ୍ୟାଶ୍ରମ ପୋଲୋ ଉପରେ ଚାଲିଛି ୩ଫୁଟ ଉଚ୍ଚରେ ପାଣି, ଅନେକ ଗାଁ ଜଳମଗ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଲଗାଣ ବର୍ଷା ଜାରି।ଏହାର ପ୍ରଭାବରେ ଜିଲ୍ଲାର କାଲିମେଳା କନ୍ୟାଶ୍ରମ ପୋଲୋ ଉପରେ ୩ଫୁଟ ଉଚ୍ଚରେ ପାଣି ଚାଲିଛି। ତେଣୁ କାଲିମେଳା ରୁ ପୋଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲାର ପାଙ୍ଗମ, ପୋଟେରୁ, କାଙ୍ଗୁରକୋଣ୍ଡା, କରୁକୋଣ୍ଡା ଏବଂ ଏଭି-୩୭…