Browsing Tag

flood in boudh

ଲଘୁଚାପ ଜନିତ ବର୍ଷାରେ ବେହାଲ୍‌ ବୌଦ୍ଧ ଜିଲ୍ଲା, ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗାଁରେ ପଶିଛି ପାଣି

ବୌଦ୍ଧ(କେନ୍ୟୁଜ୍): ଲଘୁଚାପ ଜନିତ ବର୍ଷାରେ ବେହାଲ୍‌ ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ବିପଦ ସଙ୍କେତ ଟପିଛି ମହାନଦୀ ଜଳସ୍ତର। ୮୮.୫୬ ଫୁଟରେ ପ୍ରବାହିତ ହେଉଛି ଜଳସ୍ତର। ମହାନଦୀର ବିପଦ ସଙ୍କେତ ୮୭.୭୦ ଫୁଟ। ନଦୀର ଜଳସ୍ତର ବୃଦ୍ଧି ପାଇ ଗାଁରେ ପାଣି ପଶିଛି। ଫଳରେ ଶତାଧିକ ଲୋକ ଜଳବନ୍ଦୀ ଜୀବନ…