ଲଗାଣ ବର୍ଷାରେ ବୁଡିଗଲା ପୋଲ, ୧ କିଲୋମିଟର ଯାଏ ଭାସିଗଲା କାର୍
ସୁନ୍ଦରଗଡ଼ : ଜଳାର୍ଣ୍ଣବ ସୁନ୍ଦରଗଡ଼ । ପ୍ରବଳ ବର୍ଷାରେ ବେହାଲ । ବୁଡିଲା ପୋଲ, ଭାସିଲା କାର୍ । ସହରରେ ଲଗାତାର ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳାର୍ଣ୍ଣବ ପରିସ୍ଥିତି । ପ୍ରବଳ ବର୍ଷା ପରେ ପୋଲ ଉପର ଦେଇ ପ୍ରବାହିତ ହେଉଛି ବର୍ଷା ପାଣି । ଯାହାଫଳରେ ନାହଁ ନଥିବା ସମସ୍ୟା…