ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଯମୁନାର ଜଳସ୍ତର, ଜରୁରୀକାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ପାହାଡ଼ିଆ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି କାରଣରୁ ବର୍ତ୍ତମାନ ଦିଲ୍ଲୀରେ ଏହାର ଜଳସ୍ତର ୪୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ନଦୀ ଜଳ ୨୦୭.୫୫ ମିଟର ବିପଦ ସଙ୍କେତରେ ପହଞ୍ଚିଛି। ଶେଷ ଥର ପାଇଁ ୧୯୭୮ରେ ଦିଲ୍ଲୀରେ ଯମୁନାର ଜଳସ୍ତର ରେକର୍ଡ…