ବନ୍ୟା ସମୟରେ ବିପନ୍ନଙ୍କୁ ଭେଟି ସହାୟତା ପ୍ରଦାନ କଲେ ଅଭିନେତ୍ରୀ ରାନି ପଣ୍ଡା
ଯାଜପୁର ଟାଉନ୍: ବନ୍ୟା ସମୟରେ ବିପନ୍ନଙ୍କୁ ଭେଟି ସହାୟତା ପ୍ରଦାନ କଲେ ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା । ଯାଜପୁର ଜିଲା ବିଂଝାରପୁର ବ୍ଲକ କଂଟିପୁର ପଂଚାୟତର ଇଛାପୁର ଗାଁରେ ପହଁଚି ସେଠାରେ ବନ୍ୟା ବିପନ୍ନ ମାନଙ୍କୁ ଭେଟି ସୋମାନଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ । ବନ୍ୟା ପରବର୍ତି…