Helping Flood Victims: ବନ୍ୟା ବିପନ୍ନଙ୍କୁ ସହାୟତାର ହାତ, ଗାଁ ଗାଁ ବୁଲି ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ବାପା-ଝିଅ
ଯାଜପୁର ଟାଉନ: ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବନ୍ୟାରେ ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଲକର ବହୁ ଗାଁ ପ୍ରଭାବିତ। ଏହି ଦୁଇଟି ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ଏମିତି ବେଳେ ଦଶରଥପୁର ପରେ ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିପନ୍ନଙ୍କୁ ସହଯୋଗର ହାତ…