Browsing Tag

flood waters

ଲଗାଣ ବର୍ଷାରେ ଫୁଲୁଛି ସୁବର୍ଣ୍ଣରେଖା, ଜଳେଶ୍ବର ଓ ଭୋଗରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ

ଜଳେଶ୍ବର: ଲଗାଣ ବର୍ଷାରେ ଫୁଲୁଛି ସୁବର୍ଣ୍ଣରେଖା । ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଜଘାଟ ନିକଟରେ ବିପଦ ସଙ୍କେତ ୧୦. ୩୬ ମିଟର ଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦. ୨୦ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ଆହୁରି ବଢିଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା କରାଯାଉଛି…