Browsing Tag

flood waters rise in the mahanadi

ଆଜି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ୧୦ ଲକ୍ଷ କ୍ୟୁସେକ୍‌ ଜଳ: କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ…

କଟକ: ଆଜି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପହଞ୍ଚିବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଛୋଟ ଛୋଟ ନଦୀ ପ୍ରଭାବିତ ହେବ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ହୀରାକୁଦର ୪୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।…

ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି…