ଆଫ୍ଗାନିସ୍ତାନରେ ପ୍ରବଳ ବର୍ଷା ପରେ ମାଡ଼ିଆସିଲା ବନ୍ୟା, ୩୩ ମୃତ; ଭାସିଗଲେ ୨୦୦ ଗୋରୁ
ଆଫ୍ଗାନିସ୍ତାନରେ ବର୍ଷା ରୌଦ୍ର ରୂପ ଦେଖାଇଛି । ପ୍ରବଳ ବର୍ଷା ହେତୁ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧ୍ୱଂସ ଘଟାଇଛି । ବର୍ଷା ପରେ ଆସିଥିବା ବନ୍ୟାରେ ଅତି କମ୍ରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୭ ଜଣ ଆହତ ହୋଇଛନ୍ତି । ତାଲିବାନ ପ୍ରବକ୍ତା ଅବଦୁଲ୍ଲା ଜନାନ…