Browsing Tag

floods

ନାଇଜେରିଆରେ ଭୟଙ୍କର ବନ୍ୟା, ୮୮ ଜଣଙ୍କର ମୃତଦେହ ଉଦ୍ଧାର

ଲଗାଣ ବର୍ଷାରେ ବେହାଲ ନାଇଜେରିଆ । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏଠାରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ନାଇଜର ପ୍ରଦେଶର ମୋକୱା ସହରରେ ବନ୍ୟା ଯୋଗୁଁ ଅତି କମରେ ୮୮ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟାରେ ଅନେକ ଲୋକ ନିଖୋଜ ଥିବା ମଧ୍ୟ…

ବାଂଲାଦେଶରେ ଭୟଙ୍କର ବନ୍ୟା, ୨୦ ଜଣଙ୍କ ମୃତ୍ୟୁ; ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ବ୍ୟାପକ ହିଂସା ମଧ୍ୟରେ ବର୍ତ୍ତମାନ ବାଂଲାଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ହେତୁ ବାଂଲାଦେଶର ଅନେକ ଅଞ୍ଚଳ ବନ୍ୟାଜଳ ଘେରରେ ରହିଛି । ବନ୍ୟା ସଂସ୍ପର୍ଶରେ ଆସି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…

ମଣିପୁରର ୮୬ ଅଞ୍ଚଳରେ ପଶିଲା ବନ୍ୟା ପାଣି, ୪ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାକୃତିକ ବିନାଶ

ବାତ୍ୟା ‘ରେମାଲ୍‌’ ଯୋଗୁ ଉତ୍ତର-ପୂର୍ବର ପ୍ରାୟ ସମସ୍ତ ରାଜ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ମଣିପୁର, ମିଜୋରାମ୍‌, ନାଗାଲାଣ୍ଡ, ଆସାମ ଓ ମେଘାଳୟରେ ବିନାଶ ଭଳି ଦୃଶ୍ୟ ରହିଛି । ମଣିପୁରର ଇମ୍ଫାଲ୍‌ ଘାଟିରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।…

ଦୁବାଇରେ ବିମାନ ବାତିଲ୍ ପ୍ରକ୍ରିୟା ଜାରି: ବନ୍ଦ ରହିଛି ୨୮ ଭାରତୀୟ ବିମାନ ସେବା, ଅପେକ୍ଷାରେ ଯାତ୍ରୀ

ଦୁବାଇ: ଦୁବାଇରେ ମୂଷଳଧାରାରେ ବର୍ଷା ସବୁକିଛି ଛିନଭିନ୍ କରିଦେଇଛି । ରାସ୍ତାରେ ପାଣିର ପ୍ରବଳ ସୁଅ ଛୁଟୁଛି । ବୁଡ଼ିଯାଇଛି ମେଟ୍ରୋ ଷ୍ଟେସନ୍ । କେଉଁଠି ମଲରେ ବନ୍ୟା ପାଣି ପଶିଛି ତ କେଉଁଠି ଜନବସତି ଜଳାର୍ଣ୍ଣବ । ଲୋକଙ୍କ ଘରେ ବି ପଶିଛି ବନ୍ୟା ପାଣି । ଯାହାଫଳରେ ଦୁବାଇରେ ସବୁ…

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ଫୁଲୁଛି ଗୋଦାବରୀ ନଦୀର ଜଳସ୍ତର, ରାଜପଥ ସମ୍ପୂର୍ଣ୍ଣ ବନ୍ଦ

କାଲିମେଳା (କେନ୍ୟୁଜ): ଲଗାଣ ବର୍ଷାରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ବେହାଲ। ବଢିବାରେ ଲାଗିଛି ଗୋଦାବରୀ ନଦୀର ଜଳସ୍ତର। ଫଳରେ ସୀମାନ୍ତ ମୋଟୁ ଠାରୁ ରାଞ୍ଚି ବିଜୟୱାଡ଼ା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୁଇଗୁର ବ୍ରିଜ଼ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି ।…

ଭାସୁଛି ଉତ୍ତର ଭାରତ : ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ; ୭୨ ଘଣ୍ଟାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସଙ୍ଗୀନ ହେଉଛି ଉତ୍ତର ଭାରତ ବନ୍ୟାସ୍ଥିତି । ଦୁର୍ଦ୍ଦଶାରେ ଦେଶର ଅର୍ଦ୍ଧାଧିକ ରାଜ୍ୟ । ପ୍ରବଳ ବର୍ଷାରେ ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ। ଲଗାଣ ବର୍ଷାରେ ଦିଲ୍ଲୀରୁ କାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ । ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶ,…

ଯୁଦ୍ଧ ପରେ ୟୁକ୍ରେନର ଡ୍ୟାମ୍ ନଷ୍ଟ ହେବାରୁ ପ୍ରଳୟଙ୍କାରୀ ବନ୍ୟା, ଖାଦ୍ୟଶସ୍ୟ ଉତ୍ପାଦନରେ ଅଭାବ ଦେଖାଦେବ

ବିଗତ ଦେଢ ବର୍ଷ ହେଲାଣି ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଲାଗି ରହିଛି । ୟୁକ୍ରେନର କାଖୋବକା ଡ୍ୟାମକୁ ନଷ୍ଟ କରିଦେଇଛି ରୁଷ । ଫଳରେ ୟୁକ୍ରେନ ବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଡ୍ୟାମ୍ ବିସ୍ଫୋରଣ ଯୋଗୁଁ ବନ୍ୟାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୬୦୦୦ ଲୋକଙ୍କୁ ସୁରକ୍ଷିତ…

ରୁଷ୍‌ ଧ୍ୱଂସ କଲା ବନ୍ଧ, ୟୁକ୍ରେନରେ ପ୍ରଳୟଙ୍କରୀ ବନ୍ୟା…

ବିଗତ ଦେଢ଼ ବର୍ଷ ଧରି ରୁଷ୍‌ ସହ ଯୁଦ୍ଧ ଲଢ଼ୁଛି ୟୁକ୍ରେନ। ଏହି ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ବର୍ବାଦ ହୋଇଯାଇଛି। ବର୍ତ୍ତମାନ ସେଠାକାର ସବୁଠୁ ବଡ଼ ବନ୍ଧକୁ ଧ୍ୱଂସ କରିଦେଇଛି ରୁଷୀୟ ସେନା, ଯେଉଁ କାରଣରୁ ଦେଶରେ ପ୍ରଳୟଙ୍କରୀ ବନ୍ୟା ମାଡ଼ି ଆସିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ…

ପଶ୍ଚିମ ଚୀନରେ ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି, ୧୬ ଜଣଙ୍କ ମୃତ୍ୟୁ; ୩୬ ନିଖୋଜ

ଚୀନ୍‌ର ଉତ୍ତର-ପଶ୍ଚିମ କିଙ୍ଘାଇ ପ୍ରଦେଶରେ ହଠାତ୍‌ ବନ୍ୟା ପାଣି ମାଡ଼ି ଆସିବା ଦ୍ୱାରା ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୬ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ମୁତାବକ, ଦାତୋଙ୍ଗ ହୁଇ ଏବଂ ତୁ ସ୍ୱାୟତ୍ତ ସହରରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ସ୍ଥିତି ଜଟିଳ…

ବନ୍ୟାରେ ଉବୁଟୁବୁ ପଶ୍ଚିମ ଭାରତ: ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଜଳପ୍ରଳୟ

ନୂଆଦିଲ୍ଲୀ : ପଶ୍ଚିମ ଭାରତରେ ବନ୍ୟା ବିତ୍ପାତ। ପ୍ରବଳ ବର୍ଷାରେ ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର ବନ୍ୟାର ପ୍ରକୋପ। ଗୁଜରାଟରେ ସବୁଠାରୁ ଦୟନୀୟ ସ୍ଥିତି। ବର୍ଷା ଓ ବନ୍ୟାରେ ୨୪ ଘଣ୍ଟାରେ ଗୁଜରାଟରେ ୭ଜଣଙ୍କ ମୃତ୍ୟୁ ଘଟିଛି। ମୂଷଳାଧାର ବର୍ଷାରେ ବିଭିନ୍ନ ନଦୀରେ…

ଉତ୍ତର ପ୍ରଦେଶ ସମେତ ମହାରାଷ୍ଟ୍ର ଓ ପାଟନାର ଅନେକ ସ୍ଥାନ ଜଳମଗ୍ନ, ଘର ଛାଡ଼ି ଯାଉଛନ୍ତି ଲୋକ

ବର୍ଷା ଆଗମନରେ ଏବେ ସବୁଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ଅନେକ ସ୍ଥାନରେ ବନ୍ୟା କାରଣରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସଂଘାତିକ ହେବାରେ ଲାଗିଛି । ରାଜ୍ୟର ୨୪ଟି ଜିଲ୍ଲା ବନ୍ୟା ଘେରରେ ରହିଥିବା ବେଳେ ଲୋକମାନେ ଘରୁ…

ନାସାର ଚେତାବନୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ର ହେବ ହଲଚଲ

ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ରେ ହେବ ହଲଚଲ । ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ଅନେକ ସ୍ଥାନରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଥାଏ। ଯେଉଁ କାରଣରୁ ଅନେକ ଦେଶରେ ବିଶେଷ ବନ୍ୟା ବତ୍ୟା ଭୂକମ୍ପ ପରି ପରିସ୍ଥିତିର ସାମ୍ନା ହୁଅନ୍ତି। ଯଦି ଦେଖିବା ଆମେରିକାରେ ଏଭଳି ପରିସ୍ଥିତି…