Browsing Tag

floodwaters

Floodwaters Recede: କମିଲା ବନ୍ୟା ଜଳ, ସ୍ୱାଭାବିକ ହେଲା ଜୀବନଯାତ୍ରା

ମାଲକାନଗିରି: କମିଲା ବନ୍ୟା ଜଳ, ସ୍ୱାଭାବିକ ହେଲା ଜୀବନଯାତ୍ରା । ଲଗାଣ ବର୍ଷା ଫଳରେ ମାଲକାନଗିରିର ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ପାଞ୍ଚଟି ପୋଲ ପାଙ୍ଗାମ, ପୋଟେରୁ, କାଙ୍ଗୁରକୋଣ୍ଡା,mv96 ଏବଂ କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ତେଣୁ…

Heavy Rains: ପ୍ରବଳ ବର୍ଷାରେ ବଢ଼ୁଛି ନଦୀ ଜଳସ୍ତର, ଜଳବନ୍ଦୀ ଅନେକ ଗାଁ

ବାଂଶପାଳ/ ଭଦ୍ରକ: ବର୍ଷାରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ବାଂଶପାଳ । ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ। ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବାଂଶପାଳରେ ଗତକାଲି ଠାରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର…

Jalaka River Water: ଜଳକାରେ ପୁଣି ବଢ଼ିଲା ବନ୍ୟାଜଳ, ଚାଷଜମିରେ ଲହଡ଼ି ମାରୁଛି ପାଣି

ଜଳେଶ୍ବର: ଜଳକାରେ ବନ୍ୟା ଯୋଗୁ ହତାଶ ହୋଇଛନ୍ତି ଚାଷୀ। ବନ୍ଯା ଜଳ ନିଷ୍କାସନ ସୁବିଧା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ଯା ପାଣି। କିଛି ଦିନରୁ ପୂର୍ବରୁ ରୁଆ ଯାଇଥିବା ଧାନତଳି ପଚିଗଲାଣି। ନଦୀ ଉପରମୁଣ୍ତ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ଯୋଗୁ ପୂଣି ଜଳସ୍ତର…

Bhattarika temple: ବୁଡିଲା ଭଟ୍ଟାରିକା ମନ୍ଦିର ବେଢ଼ା ,ବନ୍ୟାଜଳରେ ଫୁଲୁଛି ମହାନଦୀ

ନରସିଂହପୁର: ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମା'ଙ୍କ ବେଢା ଛୁଇଁଛି । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଗେଟ୍ ଖୋଲାଯାଇଛି । ଦୁଇ ଦିନର ଲଗାଣ…

ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ

ନରସିଂହପୁର : ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ । ବଡମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି ।  ଷୋଡ଼ଶ ଉପଚାର ପୂଜା…

ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ, ପ୍ରବାହିତ ହେଉଛି ୧୦ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ

କେନ୍ଯୁଜ୍: ମହାନଦୀରେ ବଡ଼ଧରଣର ବନ୍ୟା ସମ୍ଭାବନା । ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ । ୧୦ ଲକ୍ଷ କ୍ୟୁସେକ ମୁହାଁ ମୁଣ୍ଡୁଳି । ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଥିବା ବନ୍ୟା ଜଳ ମୁଣ୍ଡୁଳିରେ ପହଞ୍ଚିଛି । ବର୍ତ୍ତମାନ ମୁଣ୍ଡୁଳିରେ ୯ଲକ୍ଷ ୭୯ହଜାର ୮୧୫…