Browsing Tag

Floor lifting up

ତାଳଚେରରେ ଘର ବାରଣ୍ଡା ତଳୁ ଦବିଲା ମାଟି, ସୃଷ୍ଟି ହେଲା ୩ଫୁଟର ଗାତ

ତାଳଚେର(କେନ୍ୟୁଜ୍) : ତାଳଚେରରେ ପୁଣି ଦବିଲା ମାଟି। ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଘଟଣା ଘଟିଛି। ଫଳରେ ଲୋକମାନେ ଭୟରେ ଘର ଛାଡି ରାସ୍ତା ଉପରକୁ ପଳାଇ ଆସିଛନ୍ତି। ରବିନାରାୟଣ ବାଇଙ୍କ ରୋଷେଇ ଘର ବାରଣ୍ଡା ତଳକୁ ମାଟି ଦବିଯାଇଛି। ଫଳରେ ୫ଫୁଟ ଓସାର ଏବଂ ୩ଫୁଟର ଏକ ଗାତ ସୃଷ୍ଟି ହୋଇଛି।…