ଆକାଶରେ ଉଡ଼ୁଥିଲା ବିମାନ, ହଠାତ୍ ସରିଗଲା ଇନ୍ଧନ; ଆଉ ତା’ପରେ ଯାହା ହେଲା ଦେଖି ନିଅନ୍ତୁ ଭିଡିଓ…
ଆମେରିକାର ଫ୍ଲୋରିଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଆକାଶରେ ଉଡ଼ୁଥିବା ଏକ ବିମାନରେ ହଠାତ୍ ଇନ୍ଧନ ସରିଯିବାରୁ ବିମାନଟି ତଳକୁ ଖସି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ୍ କିଛି ବୁଝିବା ଆଗରୁ ବିମାନ ଆଉଟ୍ ଅଫ୍ କଣ୍ଟ୍ରୋଲ ହୋଇ ଯାଇଥିଲା, ଯାହାଫଳରେ ମିନି…