ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୨୦୨୬ ଆୟୋଜିତ, ରଙ୍ଗ ବେରଙ୍ଗ ଫୁଲର ବାସ୍ନାରେ ମହକୁଛି ଏକାମ୍ର ପାର୍କ
ଭୁବନେଶ୍ୱର : ଭଳିକି ଭଳି ରଙ୍ଗ ବେରଙ୍ଗ ଫୁଲର ବାସ୍ନାରେ ମହକୁଛି ରାଜଧାନୀର ଏକାମ୍ର ପାର୍କ । ଭୁବନେଶ୍ବର ଏକାମ୍ର ପାର୍କରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୨୦୨୬ ଆୟୋଜିତ ହୋଇଛି । ଚଳିତବର୍ଷ ପୁଷ୍ପ ପ୍ରଦର୍ଶନୀର ଥିମ ରହିଛି ପ୍ରକୃତି ପରମ୍ପରା ଓ ପୁଷ୍ପର ପର୍ବ । ରାଜ୍ୟ ତଥା ରାଜ୍ୟ ବାହାରୁ…