ହଠାତ୍ ପବନରେ ଉଡି ଆସିଲେ ଅଟୋ ଡ୍ରାଇଭର, ଆଉ ତା’ ପରେ ଯାହା ହେଲା ଦେଖିଲେ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ
ଆପଣ ରାସ୍ତାରେ ଯିବା ବେଳେ ପବନରେ କାଗଜ କିମ୍ବା ଜରି ଉଡୁଥିବା ଦେଖିଥିବେ, କିନ୍ତୁ କେବେ ମଣିଷ ଉଡୁଥିବା ଦେଖିଛନ୍ତି କି ? ଯଦି ନା, ତେବେ ଦେଖନ୍ତୁ ଏହି ଭିଡିଓ। ଭିଡିଓକୁ ଦେଖିଲା ପରେ ମଧ୍ୟ ଆପଣ କିଛି ବୁଝିପାରିବେନି କି ଜାଣିପାରିବେନି। ମଣିଷ ଉଡିବା କେବଳ ଆପଣ ଫିଲ୍ମ କିମ୍ବା ସିରିଅଲରେ…