Browsing Tag

flying dog

ମହିଳା ଜଣକ କୁକୁରକୁ ଏମିତି ପବନରେ ଉଡାଇଲେ ଯେ ଏ ପର୍ଯ୍ୟନ୍ତ 2 କୋଟିରୁ ଅଧିକ ଲୋକ ଦେଖିସାରିଲେଣି ଭାଇରଲ ଭିଡିଓ

ସୋସିଆଲ ମିଡିଆରେ ଏକ ଟିକଟକ ଭିଡ଼ିଓ ଖୁବ ଭାଇରଲ ହେଉଛି। ଏଥିରେ ଜଣେ ମହିଳା ତାଙ୍କ କୁକୁରକୁ ବେଲୁନ ସାହାଯ୍ୟରେ ପବନରେ ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ଭିଡ଼ିଓକୁ ବହୁତ ଲୋକ ପସନ୍ଦ କରିଛନ୍ତି। 1 ଏପ୍ରିଲରେ peter da poodle ନାମକ ଟିକ ଟକ ପେଜ ଏହି ଭିଡ଼ିଓକୁ ପୋଷ୍ଟ କରିଛି। I…