ଫ୍ଲାଏଓଭରରୁ ହଠାତ୍ ଉଡି ଆସିଲା କାର ଆଉ ତା’ ପରେ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ
ମୃତ୍ୟୁ କାହାକୁ, କେଉଁଠି, କେତେବେଳେ ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ହୁଏତ ରାସ୍ତାରେ ଆପଣଙ୍କର କିଛି ଭୁଲ ନଥିବା ସତ୍ତ୍ୱେ ଆପଣଙ୍କ ପ୍ରାଣ ମଧ୍ୟ ଚାଲିଯାଇପାରେ। ବେଳେ ବେଳେ ରାସ୍ତାରେ ଏପରି କିଛି ଘଟଣା ଘଟେ, ଯାହା ବିଷୟରେ କେବେ ବି ଆପଣ କଳ୍ପନା କରିନଥିବେ। ଠିକ୍ ଏପରି ଏକ…