Browsing Tag

flyover collapse

ହାଇଦ୍ରାବାଦରେ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ିଲା, ଜଣେ ଇଞ୍ଜିନିୟରଙ୍କ ସହ ୭ ଶ୍ରମିକ ଆହତ

ହାଇଦ୍ରାବାଦରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଇଞ୍ଜିନିୟରଙ୍କ ସହ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ସାଗର ରିଙ୍ଗ୍‌ ରୋଡ୍‌ରେ ଥିବା ଟ୍ରାଫିକ୍‌ ଛକରେ ଘଟିଛି। ଏଠାରେ ଫ୍ଲାଏଓଭର…

ଗୁରୁଗ୍ରାମରେ ଗଳିପଡିଲା ନିର୍ମାଣାଧୀନ ଫ୍ଲାଏଓଭର: ଜଣେ ମୃତ, ଅନେକ ଦବିଥିବା ଆଶଙ୍କା

ରାଜଧାନୀ ଦିଲ୍ଲୀର ସେଟ ଗୁରୁଗ୍ରାମରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଭାଗ ଭୁଶୁଡି ପଡିଛି। ଏହି ଦୁର୍ଘଟଣା ଦୌଲତାବାଦ ପାଖରେ ଥିବା ଗୁରୁଗ୍ରାମ-ଦ୍ବାରକା ଏକ୍ସପ୍ରେସରେ ଘଟିଛି। ଦୁର୍ଘଟଣାରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଦବି ରହିଥିବା ଆଶଙ୍କା ରହିଛି। ଏହି ଫ୍ଲାଏଓଭର…