Browsing Tag

foam rain

ଆକାଶରୁ ବର୍ଷୁଛି ବାଦଲ ଖଣ୍ଡ ! ଦୃଶ୍ୟ ଦେଖି ଲୋକେ ଚକିତ ଓ ଆତଙ୍କିତ

ମହାରାଷ୍ଟ୍ରର ଚନ୍ଦ୍ରପୁର ଅଂଚଳରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଅଚାନକ ବାଦଲ ବର୍ଷା ହେବା ଆରମ୍ଭ ହୋଇଥିଲା । ହଟାତ ଏମିତି ଏକ ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । କିଛି ଲୋକତ ଏମିତି ବି କହିଛନ୍ତିଯେ ପ୍ରଥମେ ତାଙ୍କୁ ଲାଗିଥିଲା ଯେମିତି ଆକାଶରୁ ବାଦଲର…