ଶୀତ କମିଛି, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଏବେ ସାମୁଦ୍ରିକ ବାୟୁର ପ୍ରବାହ ଜାରି ରହିଛି । ଫଳରେ ଶୀତ କମିଛି। ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଆଜି ଟ୍ଵିନ୍ସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ପ୍ରାୟ ୫୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ…