Browsing Tag

fog in odisha

ଟ୍ୱିନ ସିଟିରେ ଘନ କୁହୁଡି, ଗାଡି ଚଳାଚଳରେ ଦେଖାଯାଉଛି ସମସ୍ୟା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୋରରୁ ଘନ କୁହୁଡ଼ି ଯୋଗୁ ରାସ୍ତା ଠିକଭାବେ ଦେଖାଯାଉନାହିଁ । ଏଥିଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଦୁଇଦିନ ଘନ କୁହୁଡ଼ିର ସମ୍ଭାବନା ରହିଛି…

ସାରା ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ, ଘନ କୁହୁଡି ପାଇଁ ପାଣିପାଗ ବିଭାଗ ଚେଚାବନୀ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବରେ ରାଜ୍ୟକୁ ପ୍ରବେଶ କରୁଛି । ଏଥିପାଇଁ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାୱରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି । ଆଜି ଓ ଆସନ୍ତାକାଲି ଗୁରୁଚାପ ବଳୟର…

୨୩ ଯାଏଁ ରାଜ୍ୟରେ ଘନକୁହୁଡି, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ୨୩ ଯାଏଁ ରାଜ୍ୟରେ ଘନ କୁହୁଡ଼ି । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁ ଯାତାୟାତ ପ୍ରଭାବିତ ହୋଇପାରେ । ଏହା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ…

ରାଜ୍ୟରେ ନାହିଁ ଶୀତ, ଆହୁରି ୩ ଦିନ କଲବଲ କରିବ ଘନ କୁହୁଡ଼ି

ଭୁବନେଶ୍ୱର (କେନ୍ୟୁଜ): ଆଉ ୩ ଦିନ ଘନ କୁହୁଡ଼ି । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି। ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ରାଜ୍ୟର ବିଭିନ୍ନ…

ସକାଳୁ ସକାଳୁ ଟ୍ୱିନ ସିଟିରେ କୁହୁଡିର ଚାଦର, ଯାତାୟତ ପ୍ରଭାବିତ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡୁଛି । ଆଜି ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଦୂରରୁ ଦେଖିବା କଷ୍ଟକର…

ରାଜ୍ୟରେ ନାହିଁ ଶୀତ, ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବେଶୀ ଶୀତ ନାହିଁ । କିନ୍ତୁ କୁହୁଡ଼ି ପଡୁଛି । ଆସନ୍ତା କିଛି ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ୧୧ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ପ୍ରଭାବ ରହିବ । ଅଧିକାଂଶ…

ଟ୍ଵିନ ସିଟିରେ ଘନ କୁହୁଡି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ କମିଛି ଶୀତ । କିନ୍ତୁ କୁହୁଡ଼ିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି । ଆଗାମୀ ୩ ଦିନ ଯାଏ ଜାରି ରହିବ ପ୍ରଭାବ । ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ । ଆଜି ପାଇଁ ୧୧ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଦିଆଯାଇଥିଲା ୟେଲୋ ୱାର୍ଣ୍ଣିଂ…

କମୁଛି ଶୀତ: ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା

ଭୁବନେଶ୍ୱର (କେନ୍ୟୁଜ): କମୁଛି ଶୀତ, ବଢୁଛି ରାତି ତାପମାତ୍ରା । ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଶୀତର ପ୍ରକୋପ କମିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହ ଧୀରେ ଧୀରେ କମୁଛି। ଫଳରେ ବଢ଼ିଛି ରାତିର ତାପମାତ୍ରା। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହୁଛି।…

କମୁଛି ଶୀତ, ବଢୁଛି କୁହୁଡ଼ି : ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର(କେନ୍ୟୁଜ)  : କମୁଛି ଶୀତ, ବଢୁଛି କୁହୁଡ଼ି । ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଲୋକମାନେ ଗାଡ଼ି ଲାଇଟ ଜଳାଇ ଯିବାଆସିବା କରୁଛନ୍ତି । ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଛି । ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ…

ରାଜ୍ୟରେ ତଳ ମୁହାଁ ପାରଦ, ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବଢୁଛି ଶୀତ। ଶୀତ ସହ ବଢୁଛି କୁହୁଡ଼ିର ପରିମାଣ। ୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କିଛି ଜିଲ୍ଲାରେ ଦୃଶ୍ୟମାନ ଦୂରତା ଗୋଟିଏରୁ ଦୁଇଟି ସ୍ଥାନରେ ୨୦୦ମିଟର ରୁ କମ ରହିବା ସହ…

କଲବଲ କରୁଛି କୁହୁଡ଼ି : ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ହାଡ଼ବଙ୍ଗା ଜାଡ ପରେ ଏବେ କଲବଲ କରୁଛି କୁହୁଡ଼ି। ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଯୋଗୁଁ ଆଗାମୀ ୩ ଦିନ ରାଜ୍ୟର କିଛି ଜିଲ୍ଲାରେ…

ରାଜ୍ୟରେ କମୁଛି ଶୀତ: ଆଜି ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କମୁଛି ଶୀତ । ବଢୁଛି ରାତିର ତାପମାତ୍ରା । ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ ।…