ଟ୍ୱିନ ସିଟିରେ ଘନ କୁହୁଡି, ଗାଡି ଚଳାଚଳରେ ଦେଖାଯାଉଛି ସମସ୍ୟା
ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୋରରୁ ଘନ କୁହୁଡ଼ି ଯୋଗୁ ରାସ୍ତା ଠିକଭାବେ ଦେଖାଯାଉନାହିଁ । ଏଥିଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଦୁଇଦିନ ଘନ କୁହୁଡ଼ିର ସମ୍ଭାବନା ରହିଛି…