ପୁରୀରେ ଶୀତ ସାଙ୍ଗକୁ ଘନ କୁହୁଡି ଅନୁଭୂତ, ସକାଳୁ ସକାଳୁ ଦୃଶ୍ୟମାନ ହେଲାନି ଶ୍ରୀମନ୍ଦିର
ପୁରୀ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଅନେକ ସ୍ଥାନରେ ପ୍ରବଳ କୁହୁଡି ଯୋଗୁ ସକାଳୁ ସକାଳୁ କିଛି ଦୃଶ୍ୟମାନ ହେଉନି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ପୁରୀରେ ମଧ୍ୟ ପ୍ରବଳ କୁହୁଡି ଅନୁଭୂତ ହେଉଛି । କୁହୁଡିର ମାତ୍ରା ଏତେ ଥିଲା ଯେ ଶ୍ରୀମନ୍ଦିର ଲୁଚି ଯାଇଥିଲା ।…