Browsing Tag

follow

ଦଶହରା ଦିନ କ’ଣ କରିବେ ଓ କ’ଣ ନ କରିବେ ଜାଣନ୍ତୁ

ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ନଅ ଦିନ ଧରି ମା' ଭଗବତୀଙ୍କର ଆରାଧନା ଶେଷ ହେବାର ପର ଦିନ ଦଶହରା ଉତ୍ସବ ପାଳନ କରାଯାଇଥାଏ । ପୁରାଣ ଅନୁଯାୟୀ ଏହି ଦିନ ଭଗବାନ ରାମଚନ୍ଦ୍ର ଲଙ୍କାଧିପତି ରାବଣର ବଦ୍ଧ କରି ମା' ସୀତାଙ୍କୁ ମୁକୁଳାଇ ଆଣିଥିଲେ ।…