X ରେ ୨୦୦ ମିଲିୟନ ଫଲୋୟର୍ସ ଥିବା ପ୍ରଥମ ବ୍ୟକ୍ତି ହେଲେ ଏଲନ ମସ୍କ, ଜାଣନ୍ତୁ ଟପ୍ ୫ରେ କିଏ?
ଆରବପତି ଏଲନ୍ ମସ୍କ ନିଜ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ର ମାଲିକାନା ନେବା ପରେ ତାଙ୍କ ଚର୍ଚ୍ଚା ବହୁତ୍ ବଢ଼ିଯାଇଥିଲା । ଏଲନ ମସ୍କ ବର୍ତ୍ତମାନ X ରେ ଏପରି କାମ କରିଛନ୍ତି ଯାହା ଆଉ କେହି କରିବା ଅସମ୍ଭବ । ବାସ୍ତବରେ…