Browsing Tag

food

ଭୋକ ଉପାସରେ କୁଷ୍ଠାଶ୍ରମର ୨ ଶହ ଅନ୍ତେବାସୀ, ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ରୋଗୀ

କଟକ: ଭୋକ ଉପାସରେ କୁଷ୍ଠ ଆଶ୍ରମର ୨ ଶହ ଅନ୍ତେବାସୀ । ଅସହ୍ୟ ଗୁଳୁଗୁଳିରେ ଖାଦ୍ୟ ଅପେକ୍ଷାରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ରୋଗୀ । କଟକ ନୂଆବଜାର ଗାନ୍ଧୀପଲ୍ଲୀ ସ୍ଥିତ କୁଷ୍ଠାଶ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ଖରା ଗରମ ସାଙ୍ଗକୁ ପେଟକୁ…

ଭୁଲରେ ବି ଏକାଠି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, ହୋଇପାରନ୍ତି ଅସୁସ୍ଥ

ଅଧିକାଂଶ ସମୟରେ ଆମେ ଖାଇବା ପିଇବା ଜିନିଷକୁ ନେଇ ଦ୍ବନ୍ଦରେ ଥାଉ ଯେ କେଉଁ ଖାଦ୍ୟ ସାଥରେ କଣ ଖାଇବା ଉଚିତ୍ କଣ ଅନୁଚିତ୍ । କେତେବେଳେ ଶୁଣିଥାଉ କ୍ଷୀର ଏବଂ ଦହି ଏକାସାଥିରେ ଖାଇବା ଉଚିତ୍ ନୁହେଁ । ପୁଣି କେତେବେଳେ କୌଣସି ରେସ୍ତୋରାଂଟ୍ ଗଲେ କମ୍ବୋରେ ମିଳୁଥିବା ବର୍ଗର୍ ଏବଂ…

ବୃଦ୍ଧାପଣକୁ ଦୂରେଇବାକୁ ଚାହୁଁଛନ୍ତି କି ?ତେବେ ଖାଆନ୍ତୁ ଏହି ତିନୋଟି ଜିନିଷ

ସୁନ୍ଦର ଦିଶିବା ପାଇଁ କିଏ ବା ନ ଭଲପାଏ । ତେଣୁ ବର୍ତ୍ତମାନ ସମୟରେ ନିଜ ଚେହେରାକୁ ସମସ୍ତେ ଗୁରୁତ୍ବ ଦେଇଥାନ୍ତି । ସବୁବେଳେ ସୁନ୍ଦରତାକୁ ବଢାଇବା ପାଇଁ ଧ୍ୟାନ ରଖିଥାନ୍ତି । ନିଜକୁ ସୁନ୍ଦର କରି ରଖିବା ପାଇଁ ଦୈନନ୍ଦୀନ ଜୀବନରେ କେତେ କ‘ଣ କରିଥାନ୍ତି । କିଏ ଖାଇବାରେ ଡାଏଟ କରୁଛନ୍ତି ତ…

ଅଣ୍ଡାପ୍ରେମୀଙ୍କ ପାଇଁ ବଡ ଝଟକା , ଅଧିକ ଅଣ୍ଡା ଖାଇଲେ ହୋଇପାରେ କ୍ୟାନ୍ସର

ସୁସ୍ଥ ଶରୀର ପାଇଁ ଲୋକେ ଅନେକ ଖାଦ୍ୟକୁ ତାଙ୍କ ଖାଇବା ରୁଟିନରେ ଆଡ୍ କରିଥାନ୍ତି । ପ୍ରୋଟିନଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ମଧ୍ୟ ଦେଇଥାନ୍ତି । ଅଣ୍ଡାକୁ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ବେଷ୍ଟ ବୋଲି ମାନାଯାଏ । ସୁସ୍ଥ ଶରୀର ଗଠନ ପାଇଁ ଛୋଟ ପିଲାଙ୍କ ଖାଦ୍ୟରେ ଅଣ୍ଡାକୁ ସାମିଲ କରିଥାନ୍ତି ବାପା…

ସ୍କୁଲ୍‌ରୁ ଭୋକିଲା ପେଟରେ ଘରକୁ ଫେରିଲେ ଛାତ୍ରଛାତ୍ରୀ, କୁକୁର ମୁହଁରେ ଢାଳିଦେଲେ ଖାଦ୍ୟ

ବାଲେଶ୍ୱର:ସ୍କୁଲ୍ ସାମ୍ନାରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ଫିଙ୍ଗି ଦେଉଛନ୍ତି ? ପୁଣି କଟାଯାଇଥିବା ଆଳୁକୁ ଫିଙ୍ଗି ଦେଉଛନ୍ତି ମହିଳା ମାନେ । କୁଢ଼ କୁଢ଼ ଭାତ ସାଙ୍ଗକୁ ଅଣ୍ଡା, ଆଳୁ , ବିସ୍କୁଟ୍ ସବୁକୁ ଫିଙ୍ଗି ଦେଇଛନ୍ତି । ମଣିଷ ପାଇଁ ରନ୍ଧା ଯାଇଥିବା ଖାଦ୍ୟକୁ କୁକୁର ଖାଇବାରେ…

ମଧ୍ୟାହ୍ନ ଭୋଜନରୁ ବାହାରିଲା ବିଷାକ୍ତ ସାପ, ଅସୁସ୍ଥ ହେଲେ ଅନେକ ଛାତ୍ରଛାତ୍ରୀ

(କେନ୍ୟୁଜ ବ୍ୟୁରୋ): ବିହାରର ଏକ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରୁ ବିଷାକ୍ତ ସାପ ବାହାରିଛି । ଫଳରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଫାରବିସଗଞ୍ଜର ଅମୌନାରେ ହୋଇଥିବା ଏଭଳି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନରେ…

ରାଗ ଖାଇଲେ ଆଖିରେ କାହିଁକି ଆସିଥାଏ ଲୁହ ? କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

(କେନ୍ୟୁଜ ବ୍ୟୁରୋ) : ଭାରତର ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏହି କାରଣ ପାଇଁ ଲୋକମାନେ ଷ୍ଟ୍ରିଟ ଫୁଡ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ମସଲାରେ ଭିନ୍ନ ଭିନ୍ନ ସ୍ୱାଦ ରହିଥାଏ । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ…

IRCTCର ନୂଆ ଯୋଜନା : ଏଣିକି ଟ୍ରେନ୍‌ରେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଅର୍ଡର କରିପାରିବେ ନିଜ ମନ ପସନ୍ଦର ଖାଦ୍ୟ

ଯାତ୍ରୀମାନେ ଟ୍ରେନରେ ଦୂର ଜାଗାକୁ ଯାତ୍ରା କରିବା ସମୟରେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବେଳେବେଳେ କେତେକ ଯାତ୍ରୀଙ୍କୁ ଭୋକିଲା ଭ୍ରମଣ କରିବାକୁ ପଡେ। ବର୍ତ୍ତମାନ ରେଳବାଇ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଆପଣ ନିଜ ପସନ୍ଦର ଖାଦ୍ୟ…

ବର୍ଷା ଦିନରେ ତିଆରି କରନ୍ତୁ ଚଟ୍ ପଟା ଚାଉଳ ପକୋଡା, ଶରୀର ପାଇଁ ଲାଭଦାୟକ

ବର୍ଷା ଦିନେ ଖୁବ୍ ଇଚ୍ଛା ହୁଏ ଚଟ୍ ପଟା ଜିନିଷ ଖାଇବା ପାଇଁ। ତେଣୁ ଅନେକ ଲୋକ ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ। ହେଲେ ଆପଣ ନିଜ ଘରେ ବର୍ଷା ଦିନରେ ଖୁବ୍ କମ୍ ସମୟ ମଧ୍ୟରେ ତିଆରି କରିପାରିବେ ରାଇସ ପକୋଡା। ଚାଉଳ…

ଜାପାନ ଲୋକଙ୍କ ଭଳି ଦୀର୍ଘ ଜୀବନ ଚାହୁଁଛନ୍ତି କି ? ଆରମ୍ଭ କରି ଦିଅନ୍ତୁ ଏହି ୬ ସୁପର ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ବହୁ ପ୍ରକାର ପୋଷକ ତତ୍ତ୍ୱର ଆବଶ୍ୟକ ପଡ଼ିଥାଏ । ଯେଉଁଥିରେ ଫାଇବର ମାତ୍ରା ପାଚନ ତନ୍ତ୍ର ପାଇଁ ବହୁତ ଉପକାରୀ ହୋଇଥାଏ । ଏଥି ସହ ଶରୀରରେ ଶୁଗାର ଲେବଲ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । ଫାଇବର ପୂର୍ଣ୍ଣ ଖାଦ୍ୟ ହାର୍ଟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏହାସହ ଗ୍ଲୋଇଂ…

ଜାଣନ୍ତୁ ବେଡ୍ ଟାଇମ ଫୁଡ୍ ରେ ଓଜନ୍ କମାଇବା ପାଇଁ ଖାଇବେ କେଉଁ ଖାଦ୍ୟ

ଆପଣ ବେଡ୍ ଟାଇମ୍ ଫୁଡ୍ ବା ଖାଦ୍ୟ ବିଷୟରେ ତ ଜାଣିଥିବେ। ଆମେ ଡିନର ଖାଇ ସରିବା ପରେ ମଧ୍ୟ ରାତିରେ ଶୋଇବା ସମୟରେ ଭୋକ ଲାଗିଥାଏ। ଆଉ ସେହି ସମୟରେ ଅନେକ ଭାବିଥାନ୍ତି ଡିନର ଖାଇସାରିବା ପରେ ପୁଣି ଆଉ କଣ ଖାଇବେ । କାରଣ ନାଇଟ୍ କ୍ରେଭିଂ ହେଲେ କିଛି ହାଲ୍କା ଖାଦ୍ୟ ହିଁ ଖାଇବା ଦରକାର। ପୁଣି…

ଏକାଥରକେ ୧୦୦ଟି ଚିକେନ ମୋମୋ ଖାଇବା ଚ୍ୟାଲେଞ୍ଜ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବେଳେବେଳେ ଲୋକେ ଏମିତି କିଛି କାମ କରନ୍ତି ଯାହାକୁ ଦେଖିଲେ ଲାଗେ ଏହା କିପରି ସମ୍ଭବ? କିନ୍ତୁ କିଛି ଅଜବ ଚ୍ୟାଲେଞ୍ଜ ନେଇ ତାକୁ ସତ କରି ଦେଖାଇଛନ୍ତି ଏମିତି ଜଣେ ୟଙ୍ଗ୍‌ ଗର୍ଲ । ଏହା ସାଙ୍ଗରେ ଖାଇବାକୁ ଚେଷ୍ଟା କରିଥିଲେ ୧୦୦ ଟି ମୋମୋ, ତାହା ପୁଣି ଚିକେନ ମୋମୋ । ବର୍ତ୍ତମାନ ଫୁଡ…