କୁକୁର ଭୟରେ ତିନି ମହଲାରୁ ଡେଇଁ ପଡିଲା ଫୁଡ୍ ଡେଲିଭରି ବୟ, ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଭର୍ତ୍ତି
ହାଇଦ୍ରାବାଦ : କୁକୁର ଭୟରେ ଜଣେ ଫୁଡ ଡେଲିଭରି ବୟ ୩ ମହଲାରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି । ମହମ୍ମଦ ରିଜଓ୍ଵାନ (୨୩) ନାମକ ଏହି ସ୍ୱିଗୀ ବୟ ଜଣକ ଫୁଡ ଡେଲିଭରି ଦେବା ପାଇଁ ବଞ୍ଜାରା ହିଲ ଠାରେ ଥିବା ଏକ ୩ ମହଲା ଆପାର୍ଟମେଣ୍ଟକୁ ଯାଇଥିବା ବେଳେ ଏକ ପୋଷା କୁକୁର ଭୁକୁବାକୁ ଲାଗିଥିଲା ।…