Browsing Tag

food delivery

ଡ୍ରୋନ କରିବ ଫୁଡ ଡେଲିଭରୀ

ଡ୍ରୋନ କରିବ ଫୁଡ଼ ଡେଲିଭରୀ। ଗାଡ଼ିରେ ଯାଇ ଘରକୁ ଘର ବୁଲି ଖାଦ୍ୟ ପହଞ୍ଚାଇବା ସମସ୍ୟାକୁ ଦୂର କରିବ ଏହି ସ୍ମାର୍ଟ ଡ୍ରୋନ। ଗୋଟିଏ କ୍ଳିକରେ ଯିବ ଠିକଣା ପାଖକୁ , ଆଉ ପହଞ୍ଚାଇଦେବ ଆପଣ ଅର୍ଡର କରିଥିବା ଖାଦ୍ୟ। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଜୋମାଟୋରେ ଖାଦ୍ୟ…

‘ଖାଦ୍ୟ ସ୍ୱାଦିଷ୍ଟ ଥିଲା, ମୁଁ ଖାଇଦେଲି, କମ୍ପ୍ଲେନ୍‌ କରିଦେବ’…ଏମିତି କିଛି ଥିଲା ଫୁଡ୍‌ ଡେଲିଭରି ବୟଙ୍କ ମେସେଜ;…

ଜଣେ ବ୍ୟକ୍ତି ଅନଲାଇନ ଖାଦ୍ୟ ଅର୍ଡର କରିଥିଲେ। ଅର୍ଡର କରିବା ପରେ ସେ ଡେଲିଭରି ଅପେକ୍ଷାରେ ବସିଥିଲେ। ତାଙ୍କୁ ଜୋର୍‌ରେ ଭୋକ ବି ଲାଗୁଥିଲା। ହେଲେ ସେହି ସମୟରେ ଯାହା ହେଲା, ତାହା ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ବାସ୍ତବରେ, ସେହି ସମୟରେ ବ୍ୟକ୍ତିଙ୍କୁ ଡେଲିଭରି ବୟଙ୍କ ମେସେଜ…

ମହଙ୍ଗା ହୋଇପାରେ Swiggy-Zomatoରୁ ଖାଦ୍ୟ ମଗାଇବା, GST କାଉନସିଲ କମିଟି କଲା ଏହି ସୁପାରିଶ

ଅନଲାଇନ ଫୁଡ୍‌ ଡେଲିଭରି ଆଗାମୀ ଦିନରେ ମହଙ୍ଗା ହୋଇପାରେ। ଜିଏସ୍‌ଟି କାଉନସିଲ ବୈଠକରେ ଏହା ଉପରେ ବିଚାର କରାଯିବ। କମିଟିର ଫିଟ୍‌ମେଣ୍ଟ ପ୍ୟାନେଲ ଫୁଡ୍‌ ଡେଲିଭରି ଆପ୍ସକୁ ଅତି କମ୍‌ରେ ୫ ପ୍ରତିଶତ ଜିଏସ୍‌ଟି ଯୋଜନା ପରସରକୁ ଆଣିବାକୁ ସୁପାରିଶ କରିଛି। ଏମିତି ହେଲେ ଆଗକୁ Swiggy, Zomato…

ହଟିଲା ହାଡ ଭଙ୍ଗା ପରିଶ୍ରମ, ରାମୁ ଦୁଃଖ ବୁଝି ZOMATO ଉପହାର ଦେଲେ ଇଲେକ୍ଟ୍ରୀକ୍ ଟ୍ରାଏ ସାଇକେଲ

କିଛି ଦିନ ପୁର୍ବରୁ ନିଜ ଟ୍ରାଏ ସାଇକେଲରେ ଘରକୁ ଘର ବୁଲି ଟାଇମରେ ଜୋମାଟୋର ଖାଦ୍ୟ ପହଞ୍ଚାଉଥିବା ଦିବ୍ୟାଙ୍ଗ ଯୁବକ ରାମୁ ସାହୁଙ୍କ କଥା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।ଏହି ଦିବ୍ୟାଙ୍ଗ ରାମୁଙ୍କ ପରିଶ୍ରମ ପାଇଁ ସବୁଆଡୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଥିଲା। ନିଜର ନିଷ୍ଠାପର କାମ…

ଏବେ ଗୁଗୁଲରେ କରନ୍ତୁ ଖାଦ୍ୟ ଅର୍ଡର, ଆବଶ୍ୟକ ନାହିଁ କୌଣସି ଆପ

ସାଧାରଣ ଲୋକଟିଏ ସ୍ମାର୍ଟ ଫୋନ ମାଧ୍ୟମରେ ଯେପରି ସବୁ କିଛି କାମ ସହଜରେ ହୋଇପାରିବ ସେଥିପାଇଁ ଅନେକ ଆପ ରଖିଥାଏ । ସେଥିପାଇଁ ତାକୁ ବେଳେବେଳେ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏବେ ମିଳିପାରିବ ଏହି ଅସୁବିଧାର ବିକଳ୍ପ । କାରଣ ଗୁଗୁଲ ଅରମ୍ଭ କରିବାକୁ ଯାଉଛି ଘରେ…