Browsing Tag

food distribution

ବୁଲା ଗାଈ,ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର : କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ…

ରାଜଗାଙ୍ଗପୁର କିଚେନ: ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ବିଧାୟକ

ସୁନ୍ଦରଗଡ: ସୁନ୍ଦରଗଡରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି। ହୋମ ଆଇସୋଲେସନରେରେ ଅଛନ୍ତି ଅଧିକାଂଶ ସଂକ୍ରମିତ। ଏମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାକୁ ରାଜଗାଙ୍ଗପୁର ବିଧାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି ରାଜଗାଙ୍ଗପୁର କିଚେନ। ଖାଦ୍ୟପାନୀୟ ଭଳି ସମସ୍ୟା ଥିବା ସଂକ୍ରମିତଙ୍କୁ ଘରେ…

କନ୍ଧମାଳରେ କିସ୍ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ସହିତ ଖାଦ୍ୟ ସାମଗ୍ରୀ ବଣ୍ଟନ

ଦାରିଙ୍ଗବାଡ଼ି: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସସ୍ ପକ୍ଷରୁ ଆଜି ଛାତ୍ର ଛାତ୍ର ମାନଙ୍କୁ ପାଠ୍ୟ ପୁସ୍ତକ ଯୋଗାଇ ଦେଇଛନ୍ତି ଶିକ୍ଷାବିତ ଡ଼କ୍ଟର ଅଚ୍ୟୁତ ସାମନ୍ତ । ସାରାବିଶ୍ଵ ଏବେ କୋରନା ମହାମାରୀ ସହ ଲଢେ଼ଇ କରୁଥିବା ବେଳେ, ଦେଶରେ ଏବେ ଲକ ଡାଉନ ଜାରି ରହିଛି । ଯାହାରି ଫଳରେ…

ୟାକୁ ହିଁ କୁହନ୍ତି ମାନବିକତା : ବୁଲା କୁକୁର ଓ ଗାଈଙ୍କ ପାଇଁ ଝୁରେ ସଂଗୀତାଙ୍କ ହୃଦୟ, ପ୍ରତିଦିନ ନିଜ ଗାଡ଼ି ଧରି…

ବାଲେଶ୍ବର: ଲକ୍ ଡାଉନ୍ ପରେ ସଟ୍ ଡାଉନ୍ ଏଭଳି ଦିନ ପରେ ଦିନ ବଢ଼ି ଚାଲିଛି । କୋଭିଡ୍-୧୯କୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ପାଇଁ ଦୋକାନ ବଜାର, ହୋଟେଲ୍ ବ୍ୟବସାୟ ଏକ ପ୍ରକାର ବନ୍ଦ ରହିଥିବା ବେଳେ ଜୀବନ ଯାତ୍ରାରେ ଏକ ପ୍ରକାର ତାଲା ଲାଗି ଯାଇଛି । ଏଭଳି ପରିସ୍ଥିତି ରେ ମଣିଷ…

ଲକଡାଉନ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀର ଦେହଜୀବୀ, କିଟ୍‌ ଓ କିସ୍‌ ପକ୍ଷରୁ କରାଗଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ୍‌) : ତାଲାବନ୍ଦ ଯୋଗୁଁ ଭୋକ ଉପବାସରେ ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଖାରବେଳ ନଗର ମାଳିସାହି ବସ୍ତିର ଦେହଜୀବୀମାନଙ୍କୁ କିଟ୍‌ ଓ କିସ୍‌ ପକ୍ଷରୁ ଆଜି ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ…

ଯାଜପୁର: ଛତିଆ ଉଦାସ ଆଶ୍ରମ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ, ଆଦିବାସୀ ବସ୍ତିକୁ ଯାଇ ପ୍ରସାଦ ବାଣ୍ଟିଲେ ବ୍ରହ୍ମଚାରୀ…

ଯାଜପୁର (କେନ୍ୟୁଜ): ସାରା ରାଜ୍ୟରେ ଲକଡାଉନ ଯୋଗୁ ଜନଜୀବନ ପ୍ରଭାବିତ । କରୋନା ପ୍ରଭାବରେ ପ୍ରଭାବିତ ଲୋକଙ୍କୁ ଏହି ସମୟରେ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ବହୁ ସାମାଜିକ ଅନୁଷ୍ଠାନ । ଏହିକ୍ରମରେ ଭୋକିଲାଙ୍କ ମୁହଁରେ ଆହାର ଦେବା ଲାଗି ଯାଜପୁର ଜିଲ୍ଲା ଛତିଆ ଉଦାସ ଆଶ୍ରମ ପକ୍ଷରୁ…

ଭୋକ ମେଣ୍ଟାଉଛନ୍ତି ହରିନାରାୟଣ କପ୍ଲେକସର ବ୍ୟବସାୟୀମାନେ, କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀଙ୍କ…

କୁଚିଣ୍ଡା: କରୋନା ଭାଇରସ ଯୋଗୁଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ଲକଡାଉନ ଯୋଗୁଁ କୁଚିଣ୍ଡା ସହରର ଅନେକ ଦୋକାନ ବଜାର, ଜଳଖିଆ ଦୋକାନ, ହୋଟେଲ ବନ୍ଦ ହୋଇଯାଇଛି । କୁଚିଣ୍ଡା ମୁଖ୍ୟ ଡାକ୍ତରଖାନାକୁ ବିଭିନ୍ନ ଅଚଂଳରୁ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ସମ୍ପର୍କୀୟ ମାନେ ବହୁତ…

ଲକ୍‌ ଡାଉନ ସମୟରେ ମହାନତା ଦେଖାଇଲେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପୋଲିସ୍‌, ବସ୍ତିରେ ବୁଲି ବାଣ୍ଟିଲେ ଖାଦ୍ୟ ପୁଡିଆ

କେନ୍ଦୁଝର: ଲକ୍‌ ଡାଉନ ସମୟରେ ମହାନତା ଦେଖାଇଲେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପୋଲିସ୍‌ । ଲୋକଙ୍କ ଘରେ ପହଞ୍ଚି ବିସ୍କୁଟ ଓ ଛୋଟ ଛୁଆଙ୍କ ପାଇଁ କେକ୍‌ ପହଞ୍ଚାଉଥିବା ଦେଖିବାକୁ ମିଳିଛି । ଆଦିବାସୀ ବହୁଳ ବସ୍ତିରେ ରହୁଥିବା ରିକ୍ସାବାଲା, ଟ୍ରଲିବାଲା ଓ ଦିନ ମଜୁରିଆଙ୍କ ଘରେ ପହଞ୍ଚି…

ଯାଜପୁର:ଲକଡାଉନ ଛଡାଇଛି ମୁହଁରୁ ଆହାର, ଭୋକିଲା ପେଟକୁ ଦାନା ଯୋଗାଇଲା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ

ଯାଜପୁର(କେନ୍ୟୁଜ): ସାରା ରାଜ୍ୟରେ ଲକ ଡାଉନ ଘୋଷଣା ପରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଗରିବ ଶ୍ରେଣୀରେ ଲୋକେ । ଲକ ଡାଉନ ଯେପରି ତାଙ୍କ ମୁହଁରୁ ଆହାର ଛଡାଇନେଇଛି । ଏଭଳି ପରିସ୍ଥିତିରେ ଭୋକିଲା ପେଟକୁ ଦାନା ଯୋଗାଇଛି ଯାଜପୁର ଜିଲ୍ଲା ଜାରକାର ଅଗ୍ରଣୀ…

କାନାରା ବ୍ୟାଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କରାଗଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର (କେନ୍ୟୁଜ୍) : ୭୩ ତମ ସ୍ୱାଧୀନତା ଦିବସ ଉପଲକ୍ଷେ କାନାରା ବ୍ୟାଙ୍କ ଭୁବନେଶ୍ୱର ଶାଖା ପକ୍ଷରୁ ପାଳନ କରାଯାଇଛି । ବ୍ୟାଙ୍କର ଜେନେରାଲ ମ୍ୟାନଜେର ଶ୍ରୀକାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ତେବେ ଏହି ଅବସରରେ ସହିଦ ନଗର ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟକୁ ଯାଇ…