କରୋନା ସମୟରେ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରନ୍ତୁ, ଖାଦ୍ୟରେ ଜରୁର ନିଅନ୍ତୁ ଏହି ଖାଦ୍ୟ
କରୋନା ପୁଣି ଥରେ ଉଗ୍ର ରୁପ ଧାରଣ କରିବାକୁ ଯାଉଛି । ଚୀନ ସମେତ କେତେକ ଦେଶରେ ଏଥିରେ ଲକ୍ଷାଧିକ ଲୋକେ ସଂକ୍ରମଣ ହେଲେଣି । ତେଣୁ ଏହି ସମୟରେ ନିଜର ଖାଦ୍ୟ ପେୟ ଓ ବ୍ୟାୟାମ ଉପରେ ଅଧିକ ଧ୍ୟାନ ରଖିବା ଉଚିତ୍ । ବିଶେଷ କରି ନିଜର ଇମ୍ୟୁନିଟି ସିଷ୍ଟମକୁ ବଢ଼ାଇବା ଦରକାର । ଯାହାଫଳରେ କରୋନା…