ଫ୍ରିଜରେ ରଖନ୍ତୁ ନାହିଁ ଏହି ସବୁ ଖାଦ୍ୟ, ସ୍ୱାସ୍ଥ୍ୟ ଉପରେ ପଡିପାରେ କୁପ୍ରଭାବ
ସାଧାରଣତଃ ଆମେ ବଜାରରୁ ଆଣିଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ସତେଜ ରଖିବା ପାଇଁ ଆମେ ଫ୍ରିଜ ବ୍ୟବହାର କରିଥାଉ । କିନ୍ତୁ ଏମିତି କିଛି ସାମଗ୍ରୀ ଅଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ସ୍ୱାଦ ଓ ସତେଜତା ଶୀଘ୍ର ନଷ୍ଟ ହୋଇଯାଇଥାଏ । ସେଗୁଡିକର ରଙ୍ଗରେ ବି ପରିବର୍ତ୍ତନ…