Browsing Tag

food poision

People Hospitalized: ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ, ୭୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି

ଜଳେଶ୍ୱର : ଭୋଜି ଖାଇବା ପରେ ଅଚାନକ ଆରମ୍ଭ ହେଲା ଝାଡ଼ାବାନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଏହି ଘଟଣା ଦେଖାଦେଇଛି । ଏକ ଘର ପ୍ରତିଷ୍ଠା ଉତ୍ସବରେ ଭୋଜି ଖାଇବା ପରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରୁ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି  । ଭୋଜି ଖାଇଥିବା…

ଜନ୍ମଦିନ ଭୋଜି ଖାଇ ୫୦ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଜନ୍ମଦିନ ଭୋଜି ଖାଇ ୫୦ ଗୁରୁତର । ଝାଡାବାନ୍ତିରେ ଆକ୍ରାନ୍ତ ଲୋକ । ଅନୁଗୁଳ ଜିଲ୍ଲା ସୌଭାଗ୍ୟନଗରେ ଅଭାବନୀୟ ଘଟଣା ଘଟିଛି। ଜନ୍ମଦିନ ଭୋଜି ଖାଇବା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ । ଝାଡାବାନ୍ତି ସହ ମୁଣ୍ଡ ବୁଲାଇଥିଲା । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ବିଷାକ୍ତ ଛତୁଆ ଖାଇ ଗୋଟିଏ ପରିବାରର ୨ ମୃତ, ୨ ଗୁରୁତର

ଗଜପତି: ବିଷାକ୍ତ ଛତୁଆ ଖାଇ ଗୋଟିଏ ପରିବାରର ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇଥିବା ଜଣାଯାଇଛି । ମୃତକ ଦୁଇ ଭଉଣୀ ହେଲେ ତୁଳସୀ ବଡମୁଣ୍ଡି(୬) ଏବଂ ଗୁଣବତୀ ବଡମୁଣ୍ଡି (୩) । ଗଜପତି ଜିଲ୍ଲା ରାମଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ବାପା ଅର୍ଜୁନ ଓ ବଡ଼ ଝିଅ…

ଫୁଡ ପଏଜନ ହୋଇ ପରିବାର ର ୧୩ ସଦସ୍ୟଙ୍କ ମୃତ୍ୟୁ, ଖାଇଥିଲେ ବିଷାକ୍ତ ଦଲିଆ

(କେନ୍ୟୁଜ ବ୍ୟୁରୋ): ନାମିବିଆରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାର ର ୧୩ ଜଣ ସଦସ୍ୟଙ୍କ ଏକା ସହିତ ମୃତ୍ୟୁ ହୋଇଛି । ନାମିବିଆ କବାଙ୍ଗୋ ପୂର୍ବ ଅଞ୍ଚଳରେ ରହୁଥିବା ଏକ ପରିବାର ଦଲିଆ ଖାଇବା ଦ୍ୱାରା ୧୩ ଜଣଙ୍କ ମୃତ୍ୟୁ ହୋଇଛି । ପରିବାର ର ସମସ୍ତ ସଦସ୍ୟ ଫୁଡ ପଏଜନର…

ବାଲେଶ୍ବର: ବିଷାକ୍ତ ଖାଦ୍ୟ ଖାଇ କନ୍ୟାଶ୍ରମର ଜଣେ ଅନ୍ତେବାସୀ ମୃତ ଓ ୨୬ ଜଣ ଗୁରୁତର

ସୋର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସୋର ଠାରେ ଥିବା ପୁରବାଇ କନ୍ୟାଶ୍ରମରେ ଗତକାଲି କିଛି ଛାତ୍ରୀ ଖାଦ୍ୟ ଖାଇବା ପରେ ୩ ଜଣ ଅନ୍ତେବାସୀ ବାନ୍ତି କରିଥିଲେ । ପରେ ଆହତମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ…

ବିଷାକ୍ତ ଖାଦ୍ୟ ଖାଇ ମାଆ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ: କଟକରୁ ଏକ ୪ ଜଣିଆ ଟିମ୍‌ ପହଞ୍ଚି କରୁଛନ୍ତି…

କଟକ(କେନ୍ୟୁଜ୍): କଟକ ଜିଲ୍ଲା ବୀରବରପୁର ଗାଁରେ ବିଷାକ୍ତ ଖାଦ୍ୟ ଖାଇ ମାଆ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ ହୋଇଛି । କଟକରୁ ଏକ ୪ ଜଣିଆ ଟିମ୍‌ ଗାଁରେ ପହଞ୍ଚି ଯାଞ୍ଚ କରିଛନ୍ତି । ସେମାନଙ୍କ ଭିତରେ ଥିଲେ ଏପିଡେମୋଲୋଜିଷ୍ଟ ଓ ଫୁଡ୍‌ ସେଫଟି ଅଧିକାରୀ । ସେମାନେ ମୃତକଙ୍କ ଘରେ…

କଟକ ଅଭିମାନପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣା: ପୁଅ ଓ ଝିଅଙ୍କ ପରେ ଆଖି ବୁଜିଲେ ମା’

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଭିମାନପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣାରେ ଆଉ ଜଣେ ମୃତ। ମୃତକ ରୁନୁ ପାତ୍ର। ଗତକାଲି ରାତିରେ ଜଗତପୁରସ୍ଥିତ ଏକ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଜରିପାଟଣା ଅଞ୍ଚଳର ଗୋବିନ୍ଦ ପାତ୍ର, ତାଙ୍କ…

ବୁର୍ଲା କିର୍ବା ଛକରେ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ‌

ସମ୍ବଲପୁର: ଫାଷ୍ଟଫୁଡ୍‌ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ବୁର୍ଲା କିର୍ବା ଛକରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଅସୁସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ । ଭିସୁଟ୍‌, ଭୀମସାର ଓ ଅନ୍ୟ କଲେଜର ଛାତ୍ରଛାତ୍ରୀଙ୍କ ସହ କିଛି ଯୁବକ ଅସୁସ୍ଥ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ…

ବିବାହ ଭୋଜି ଖାଇ ପାଞ୍ଚ ଶହରୁ ଅଧିକ ଅସୁସ୍ଥ ଘଟଣା, ଖାଦ୍ୟର ମାନ ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ

ପୁରୀ: ବିବାହ ଭୋଜିଖାଇ ପାଞ୍ଚ ଶହରୁ ଅଧିକ ଅସୁସ୍ଥ ଘଟଣାରେ ଖାଦ୍ୟର ମାନ ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ADMO ବିରଜା ପ୍ରସାଦ ରଥଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁରେ ପହଞ୍ଚି ଭୋଜିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି। ଏହାକୁ…