Browsing Tag

food poison

ଗଣେଶ ପୂଜା ଭୋଗ ଖାଇ ୫୫ ଅସୁସ୍ଥ, ଡାକ୍ତରଖାନାରେ ବେଡ଼ ଅଣ୍ଟିଲାନି

ବୋୖଦ୍ଧ(କେନ୍ୟୁଜ୍): ଗଣେଶ ପୂଜା ଭୋଗ ଖାଇ ୫୫ ଅସୁସ୍ଥ । ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ମୁଷାଡ ଗାଁର ଘଟଣା। ଗଣେଶ ପୂଜା ଭୋଗ ଖାଇ ହଠାତ୍ ଏତେ ସଂଖ୍ୟକ ଲୋକ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ପୁରୁଣାକଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ ସମସ୍ତେ। ଏତେ ସଂଖ୍ୟକ…

ଖୋର୍ଦ୍ଧା ଟାଙ୍ଗୀରେ ମଧ୍ୟାହ୍ନ ଭୋଜନ ଖାଇ ୧୧ ଛାତ୍ରୀ ଅସୁସ୍ଥ

ଟାଙ୍ଗୀ(କେନ୍ୟୁଜ୍): ମଧ୍ୟାହ୍ନ ଭୋଜନ ଖାଇ ୧୧ ଛାତ୍ରୀ ଅସୁସ୍ଥ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଇ ୧୧ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଛାତ୍ରୀ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ…

 ବାଲେଶ୍ବର: ଡାଲିରେ ପଡିଯାଇଥିଲା ଫିନାଇଲ, ଖାଇବା ପରେ ୬ ଛାତ୍ରୀ ଗୁରୁତର

ବାଲେଶ୍ବର(କେନ୍ୟୁଜ): ବାଲେଶ୍ବର ଜିଲ୍ଲା ରୂପସାରେ ବିଷାକ୍ତ ଖାଦ୍ୟ ଖାଇ ୬ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ରୂପସା  ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଅନୁସାରେ ରୂପସା ଯୋଗେନ୍ଦ୍ର ଆଞ୍ଚଳିକ କଲେଜରେ ରହୁଥିବା ଛାତ୍ରୀ…

ଢେଙ୍କାନାଳ: ବିଷାକ୍ତ ଭୋଜି ଖାଇ ୨ ଶ୍ରମିକଙ୍କ ମୃତ୍ୟୁ ଓ ୧୫ରୁ ଅଧିକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ କାମାକ୍ଷାନଗର ବେଢ଼ାପାଳ ଗାଁରେ ଅଭାବନୀୟ ଘଟଣା। ବିଷାକ୍ତ ଭୋଜି ଖାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗୁରୁବାର ଦିନ ବେଢ଼ାପାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଛାତ କାମ ବେଳେ…

କଟକ: ଷଣ୍ଢପୁର ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବାହାରିଲା ବୁଢୀଆଣି ପୋକ, ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ

କଟକ(କେନ୍ୟୁଜ୍):ମଧ୍ୟାହ୍ନ ଭୋଜନରେ ବୁଢୀଆଣି ପୋକ। ଫଳରେ ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ। କଟକ ୩ ନମ୍ବର ଷଣ୍ଢପୁର ୟୁପି ସ୍କୁଲରେ ଏହି ଅଘଟଣ ଘଟିଛି। ପାଖାପାଖି ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସା ପାଇଁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି।…

ଯାଜପୁର: ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ,  ଖାଦ୍ୟରେ ଝିଟିପିଟି  ପଡିଥିବା ନେଇ ଆସିଲା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ । ଫଳରେ ଏହାକୁ ଖାଇ ୪୦ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟରେ । ଆଜି ଶନିବାର ଥିବାରୁ ସ୍କୁଲର…

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଢେଙ୍କାନାଳ: କୁଳେଇ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଶନିବାର ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…

ଘଟଗାଁ :ବାସି ଖାଦ୍ୟ ଖାଇ ୧୫ଶିଶୁ ଅସୁସ୍ଥ

ଘଟଗାଁ : ବାସି ଖାଦ୍ୟ ଖାଇ ୧୫ଶିଶୁ ଅସୁସ୍ଥ ହୋଇଛନ୍ତି। ଘଟଣାଟି ଘଟିଛି ପାଟଣା ବ୍ଲକ ଅନ୍ତର୍ଗତ ବିହାଣୀସାହି ଗାଁ ରେ । ସୂଚନା ଅନୁଯାୟୀ ଗାଁ ରେ ଗତକାଲି ଏକ ଭୋଜି ହୋଇଥିଲା । ଆଉ ଏହି ଭୋଜିର ବଳିଥିବା ବାସିଖାଦ୍ୟ ଆଜି ଗାଁ ର ଶିଶୁମାନଙ୍କୁ ଦିଆଯାଇଥିଲା । ତେବେ ଖାଦ୍ୟ ଖାଇବା ପରେ…

ଆଠଗଡ଼ : ଭୋଜି ଖାଇ ୩୦ରୁ ଅଧିକ ଶିଶୁ ଅସୁସ୍ଥ

ଆଠଗଡ଼ : ଭୋଜି ଖାଇ ୩୦ରୁ ଅଧିକ ଶିଶୁ ଅସୁସ୍ଥ। ଆଠଗଡ଼ ବ୍ଲକ କଣ୍ଡରେଇ ଗ୍ରାମ ପଂଚାୟତର ପାର୍ବତୀପୁର ଗାଁରେ ଏହି ଅଘଟଣ ଘଟିଛି । ଅସୁସ୍ଥ ଶିଶୁଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଁରେ ଏକଦଶାହ ଭୋଜି ଖାଇବା ପରେ, ବଳକା ଭୋଜିକୁ ଆଜି ସକାଳୁ ଶିଶୁମାନେ ଖାଇଥିଲେ।…