ମହାରାଷ୍ଟ୍ର: ବିବାହ ଭୋଜି ଖାଇ ୩୩୬ ଜଣଙ୍କ ଫୁଡ୍ ପଏଜନିଙ୍ଗ୍; ଅବସ୍ଥା ସାଙ୍ଘାତିକ
ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଏକ ବିବାହ ସମାରୋହରେ ଭୋଜି ଖାଇ ପାଖାପାଖି ୩୩୬ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏହାପରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଘଟଣାଟି ସ୍ଥାନୀୟ କେଦାରପୁର ଗାଁରେ ଗତ ରବିବାର…