ଗଞ୍ଜାମ ଗଡ଼ହୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ୨ ଭାଇ ଭଉଣୀ ମୃତ, ଜଣେ ଗୁରୁତର
ବ୍ରହ୍ମପୁର (କେନ୍ୟୁଜ୍): ବିଷାକ୍ତ ଖାଦ୍ୟ ଖାଇ ୨ ମୃତ, ଜଣେ ଗୁରୁତର। ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ମା’ଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ ହୁମା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ୩ଜଣ ଖାଇ ସାରିବା ପରେ…