Browsing Tag

food price

ଅତିଶୀଘ୍ର ବଢିବ ଟ୍ରେନରେ ମିଳୁଥିବା ଖାଦ୍ୟ ପାନୀୟ ଦର

ନିୟମିତ ଭାବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର । ଏଣିକି ଟ୍ରେନରେ ମିଳୁଥିବା ଚାହା ଓ ଖାଦ୍ୟର ଦାମ ଅତିଶୀଘ୍ର ବଢିବାକୁ ଯାଉଛି । ଏହାକୁ ନେଇ ରେଳବାଇର ଖାଦ୍ୟ ପାନୀୟ ଓ ପର୍ଯ୍ୟଟନ ବିଭାଗ ତରଫରୁ ଏକ ନୋଟିସ ଜାରି କରାଯାଇଛି । ନୋଟିସ ଅନୁସାରେ ଦେଶର କିଛି ମୁଖ୍ୟ…